team India

ଫେରୁଛି ଟିମ୍ ଇଣ୍ଡିଆ

ଭାରତୀୟ ଦଳ ଗତ କିଛି ଦିନ ହେବ ବାରବାଡୋସରେ ଫସିରହିଛି । ଟି -20 ବିଶ୍ୱକପ ଟାଇଟଲ ଜିତିଥିବା ଟିମ୍ ଇଣ୍ଡିଆ ବାତ୍ୟା କାରଣରୁ ବାରବାଡୋସରେ ଏକ ପଞ୍ଚତାରକା ହୋଟେଲରେ ରହିଛି । ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମ୍ୟାଚ୍ ବାରବାଡୋସରେ ଶନିବାର, ଜୁନ୍ ୨୯ ତାରିଖରେ ଖେଳାଯାଇଥିଲା । ଏହାପରେ, ପରଦିନ ବାତ୍ୟା ଯୋଗୁଁ ବାରବାଡୋସର ବିମାନବନ୍ଦର ବନ୍ଦ କରାଯାଇଥିଲା । ବର୍ତ୍ତମାନ ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇର ଏକ ସ୍ୱତନ୍ତ୍ର ବିମାନରେ ଟିମ୍ ଇଣ୍ତିଆ ଭାରତ ଫେରୁଛି …

ଫେରୁଛି ଟିମ୍ ଇଣ୍ଡିଆ Read More »

ହେଡ କୋଚ ପାଇଁ ଗୌତମ ଗମ୍ଭୀର ଦେବେ ଇଣ୍ଟରଭ୍ୟୁ

ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭୂମିକା ପାଇଁ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଆଜି ଇଣ୍ଟରଭିୟୁ ଦେବେ । କୋଚ୍ ପଦ ପାଇଁ ଆବେଦନ କରିଥିବା ଏକମାତ୍ର ପ୍ରାର୍ଥୀ ହେଉଛନ୍ତି ଗମ୍ଭୀର । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଚାଲିଥିବା ଟି -ଟ୍ବେଣ୍ଟି ବିଶ୍ୱକପ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏହି ପଦବୀ ପାଇଁ ମେ ମଧ୍ୟଭାଗରେ ନିମନ୍ତ୍ରଣ …

ହେଡ କୋଚ ପାଇଁ ଗୌତମ ଗମ୍ଭୀର ଦେବେ ଇଣ୍ଟରଭ୍ୟୁ Read More »

virat kohli, ajinkya rahane, cheteswar pujara, rahane and pujara against virat, team india, kohli, bcci secretary, jay shah, rising odisha

ଟିମ୍ ଇଣ୍ଡିଆରେ ବିଦ୍ରୋହର ନିଆଁ, ବିରାଟଙ୍କ ବିରୋଧରେ ରାହାଣେ ଓ ପୂଜାରେ

ଟି୨୦ ଟିମ୍ ଅଧିନାୟକ ପଦରୁ ବିରାଟ ହଟିବା ପରେ ଆଶଙ୍କା କରାଯାଉଥିଲା ଯେ, ପିକଚର ସେଇଆ ନୁହେଁ ଯାହା ଦେଖାଯାଉଛି । ଟିମ୍ ଇଣ୍ଡିଆରେ ଅସଲ ଚିତ୍ର ଅଲଗା କିଛି ଥିଲା । ଧିରେ ଧିରେ ଏବେ ସେହି ଆଶଙ୍କା ସତ ହେବାକୁ ଯାଉଛି । ଟିମ୍ ଇଣ୍ଡିଆ ଭିତରେ ମତଭେଦ ରହିଥିବା ଜଣା ପଡିଛି । ଦଳର ଅନେକ ବରିଷ୍ଠ କ୍ୟାପ୍ଟେନ୍ କୋହଲିଙ୍କୁ ନେଇ ସନ୍ତୁଷ୍ଟ ନଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରୁ ଦୁଇ …

ଟିମ୍ ଇଣ୍ଡିଆରେ ବିଦ୍ରୋହର ନିଆଁ, ବିରାଟଙ୍କ ବିରୋଧରେ ରାହାଣେ ଓ ପୂଜାରେ Read More »

RSS
Follow by Email
Scroll to Top
Close Bitnami banner
Bitnami