ଗାଡ଼ି ଚଳାଇବା ବେଳେ ଫୋନ୍‌ରେ ଗପିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜଧାନୀରେ ସଡ଼କ ଦୁର୍ଘଟଣା ଥମିବାର ନାଁ ନେଉନି । ପୋଲିସର ସେଫ୍ ସିଟି ଡ୍ରାଇଭ୍ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଅମାନିଆଙ୍କ ଯୋଗୁ ରାସ୍ତା ଦୁର୍ଘଟଣା ବଢ଼ିଚାଲିଛି । ପ୍ରତିଦିନ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ଜରିମାନା କରାଯାଉଛି, ଗାଡ଼ି ଜବତ କରାଯାଇ କୋର୍ଟ ଚାଲାଣ କରାଯାଉଛି, ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଉଛି । କିନ୍ତୁ ପୂରା ସାବାଡ଼ ହେଉନାହାନ୍ତି ଲୋକେ । ଗାଡ଼ି ଚଳାଇବା ବେଳେ ଫୋନ୍‌ରେ ଗପୁଥିବାରୁ ଦୁର୍ଘଟଣା ଘଟୁଛି …

ଗାଡ଼ି ଚଳାଇବା ବେଳେ ଫୋନ୍‌ରେ ଗପିଲେ କଡ଼ା କାର୍ଯ୍ୟାନୁଷ୍ଠାନ Read More »