t20 world cup

ବିଶ୍ୱର ପ୍ରଥମ ଦଳ ହେଲା ଭାରତ

ଟି-୨୦ ବିଶ୍ୱକପ ପରେ ମଧ୍ୟ ଭାରତୀୟ ଦଳ ବିଜୟ ଧାରା ଜାରି ରଖିଛି। ବୁଧବାର ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ୨୩ ରନରେ ଏକ ବଡ଼ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ ଜିମ୍ବାୱେ ଦଳ ୬ ୱିକେଟ୍ ହରାଇବା ପରେ ମାତ୍ର ୧୫୯ ରନ୍ ସଂଗ୍ରହ କରିଥିଲା । …

ବିଶ୍ୱର ପ୍ରଥମ ଦଳ ହେଲା ଭାରତ Read More »

ଟି-୨୦ ରାଙ୍କର ଶୀର୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା

ଟିମ୍ ଇଣ୍ଡିଆ ବାର୍ବାଡୋସରେ ଇତିହାସ ରଚିଛି । ଟି-୨୦ ବିଶ୍ବକପ୍ ବିଜୟୀ ହେବା ପରେ ଏବେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଖୁସି ଓ ଉତ୍ସାହ ଭରିଯାଇଛି ।ଏହାରି ଭିତରେ ଏକ ଭଲ ଖବର ମଧ୍ୟ ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଆଇସିସି ଟି-୨୦ ରାଙ୍କର ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଏହି ସଫଳତା ପାଇବାରେ ସେ ପ୍ରଥମ ଭାରତୀୟ କ୍ରିକେଟର । ନିଜ ଟାଟୁ, ହେୟାର ଷ୍ଟାଇଲ ପାଇଁ …

ଟି-୨୦ ରାଙ୍କର ଶୀର୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା Read More »

ବଡ ପ୍ରତିଶୋଧ ନେଲା ଭାରତ

ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ବୋଲରଙ୍କ ଶାଣିତ ପ୍ରଦର୍ଶନ ଯୋଗୁଁ ସୋମବାର ଆଇସିସି ଟି -୨୦ ବିଶ୍ୱକପ୍‌ର ସୁପର ଅଷ୍ଟମ ପର୍ଯ୍ୟାୟର ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କରିଛି। ଏହା ସହିତ କ୍ରମାଗତ ତୃତୀୟ ବିଜୟ ହାସଲ କରିବା ସହ ସେମିଫାଇନାଲକୁ ଉନ୍ନିତ ହୋଇଛି ଭାରତ । ତିନୋଟି ସୁପର ୮ ମ୍ୟାଚ୍ ଜିତିବା ପରେ ଭାରତ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଥିଲା। ଆସନ୍ତା ୨୭ ତାରିଖରେ …

ବଡ ପ୍ରତିଶୋଧ ନେଲା ଭାରତ Read More »

ସେମିଫାଇନାଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଟି-୨୦ ବିଶ୍ୱକପର ସୁପର-୮ ରାଉଣ୍ଡରେ ଆଜି ଭାରତ- ବାଂଲାଦେଶ ମୁକାବିଲା ଦେଖିବାକୁ ମିଳିବ । ଆଣ୍ଟିଗୁଆରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚ୍ ଜିତି ସେମିଫାଇନାଲ୍ ସ୍ଥାନ ପକ୍କା କରିବ ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ସୁପର-୮ରେ ପ୍ରଥମ ବିଜୟ ସନ୍ଧାନରେ ରହିବ । ଆସନ୍ତା ୨୪ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ହେବ ରିୟଲ ଫାଇଟ୍ । ଏହା …

ସେମିଫାଇନାଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ Read More »

ସୂର୍ଯ୍ୟକୁମାର ଯାଦବ ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଦମଦାର ପ୍ରଦର୍ଶନ

ଟି୨୦ ବିଶ୍ୱକପ ସୁପର୍‌-୮ ର ପ୍ରଥମ ମ୍ୟାଚ ଜିତିଲା ଭାରତ । ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍‌-୮ ମ୍ୟାଚକୁ ୪୭ ରନ୍‌ରେ ଜିତି ନେଇଛି ଭାରତ । ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୧ ରନ୍‌ ସ୍କୋର କରିଥିଲା। ତେବେ ଏହାର ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୩୪ ରନ୍‌ କରିଥିଲା । ଉଭୟ ବ୍ୟାଟ …

ସୂର୍ଯ୍ୟକୁମାର ଯାଦବ ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଦମଦାର ପ୍ରଦର୍ଶନ Read More »

ହ୍ୟାଟ୍ରିକ୍ ବିଜୟହାସଲକରି ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ଲଗାତାର ତୃତୀୟ ବିଜୟ ହାସଲ କରିବା ସହିତ ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଆୟୋଜକ ଆମେରିକାକୁ ୭ ୱିକେଟ୍‌ରେ ହରାଇ ଭାରତ ଚଳିତ ଟି -୨୦ ବିଶ୍ୱକପରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ତା’ ସହିତ ନିଜର ସ୍ଥାନକୁ ସୁପର-୮ରେ ସୁରକ୍ଷିତ କରି ନେଇଛି । ଗ୍ରୁପ୍‌-ଏରେ ସଂପ୍ରତି ଭାରତ ତିନିଟି ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇ ପୂରା ୬ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆମେରିକା ଚଳିତ ବିଶ୍ୱକପରେ …

ହ୍ୟାଟ୍ରିକ୍ ବିଜୟହାସଲକରି ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ Read More »

RSS
Follow by Email
Scroll to Top
Close Bitnami banner
Bitnami