ଶୁଭେନ୍ଦୁଙ୍କ ବିବାଦୀୟ ମନ୍ତବ୍ୟ: ଆଉ କୁହନି ଦିଦି , ହୋଇଗଲେଣି ଆଣ୍ଟି
କୋଲକାତା: ନିଜର ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଏବେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଶୁଭେନ୍ଦୁ କହିଛନ୍ତି ଯେ, ଏବେ ମମତା ବାନାର୍ଜୀଙ୍କୁ ‘ଦିଦି’ ବୋଲି କହିବା ବନ୍ଦ କରିବା ଉଚିତ । କାରଣ ସେ ବତ୍ତମାନ ‘ଆଣ୍ଟି’ ହୋଇଗଲେଣି । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । …
ଶୁଭେନ୍ଦୁଙ୍କ ବିବାଦୀୟ ମନ୍ତବ୍ୟ: ଆଉ କୁହନି ଦିଦି , ହୋଇଗଲେଣି ଆଣ୍ଟି Read More »