ଦୀର୍ଘ ଦିନର ବ୍ୟବଧାନ ପରେ କୋହଲି ଖେଳିବେ ଟି -୨୦

ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ଟି -୨୦ ଖେଳିବେ ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ଏହି ମ୍ୟାଚ ଖେଳିବା ପାଇଁ ସେ ଇନ୍ଦୋରରେ ପହଞ୍ଚିଛନ୍ତି । ଇନ୍ଦୋରରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଥିଲା । ବ୍ୟକ୍ତିଗତ କାରଣରୁ କୋହଲି ମୋହାଲିରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ …

ଦୀର୍ଘ ଦିନର ବ୍ୟବଧାନ ପରେ କୋହଲି ଖେଳିବେ ଟି -୨୦ Read More »