sports story

ସୁପର୍ ସଣ୍ଡେରେ ବିଶ୍ୱକପର ଦୁଇ ଶକ୍ତିଶାଳୀ ଦଳଙ୍କ ଟକ୍କର

ଅପ୍ରତ୍ୟାଶିତ ଭାବେ ନେଦରଲ୍ୟାଣ୍ଡ୍ସ ଠାରୁ ହାରିଯାଇଥିଲେ ହେଁ ଏଥର ବିଶ୍ୱକପରେ ବିସ୍ଫୋରକ ବ୍ୟାଟିଂ ଓ ମାପଚୁପ ବୋଲିଂ କରି ଟାଇଟଲ୍ ପାଇଁ ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛି ଦକ୍ଷିଣ ଆଫ୍ରିକା । ପାକିସ୍ତାନ ବିପକ୍ଷ ଶେଷ ୱିକେଟ୍ ବିଜୟକୁ ଛାଡ଼ିଦେଲେ ବଳକା ପାଞ୍ଚମ୍ୟାଚରେ ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ବିଧ୍ୱଂସୀ ବ୍ୟାଟିଂ କରି ପ୍ରତିପକ୍ଷ ବିପକ୍ଷରେ ରନର ପାହାଡ଼ ଛିଡ଼ା କରିଛନ୍ତି । ବିଶ୍ୱକପ ପୂର୍ବରୁ ଆଦୌ ନଜରରେ ନ ଥିବା ଦଳର ବ୍ୟାଟିଂ ଶକ୍ତି ଉପମହାଦଶୀୟ …

ସୁପର୍ ସଣ୍ଡେରେ ବିଶ୍ୱକପର ଦୁଇ ଶକ୍ତିଶାଳୀ ଦଳଙ୍କ ଟକ୍କର Read More »

ଶ୍ରୀଲଙ୍କା ୩୦୨ ରନ୍‌ରେ ପରାସ୍ତ; ସେମିଫାଇନାଲ୍‌ରେ ଭାରତ

ମୁମ୍ବାଇ: ଗୁୁରୁବାର ଦିନିକିଆ ବିଶ୍ୱକପ୍‌-୨୦୨୩ରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ଆଜି ବିଶାଳ ବିଜୟ ହାସଲ କରିଛନ୍ତି । ବ୍ୟାଟିଂରେ ବିରାଟ କୋହଲି, ଶୁବମନ୍ ଗିଲ ଓ ଶ୍ରେୟସ ଆୟର ଦମଦାର ପ୍ରଦର୍ଶନ କରିଥିବା ବେଳେ ବୋଲିଂରେ ମହମ୍ମଦ ସାମି ୫ଟି ୱିକେଟ୍ ନେଇ ବଡ଼ ପ୍ରଦର୍ଶନ କରିଛନ୍ତି । ସେହିପରି ମହମ୍ମଦ ସିରାଜ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ …

ଶ୍ରୀଲଙ୍କା ୩୦୨ ରନ୍‌ରେ ପରାସ୍ତ; ସେମିଫାଇନାଲ୍‌ରେ ଭାରତ Read More »

ଏସିଆନ ପାରା ଗେମ୍ସ: ଖେଳାଳିଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସିଆନ ପାରା ଗେମ୍ସରେ ଭାଗ ନେଇଥିବା ଓଡ଼ିଶାର ଆଥଲେଟ୍ସଙ୍କ ପାଇଁ ଆର୍ôଥକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଜଣ ଓଡ଼ିଆ ଆଥଲେଟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି । ଆସନ୍ତା ୨୨ରୁ ଚୀନର ହାଙ୍ଗଝୌରେ ଆରମ୍ଭ ହେବ ଏସିଆନ ପାରା ଗେମ୍ସ । ଏଥିରେ ସଫଳତା ପାଇଁ ଆଥଲେଟ୍ସ ମାନଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏସିଆନ ପାରା ଗେମ୍ସ ପାଇଁ କରିଛନ୍ତି କଠିନ ପରିଶ୍ରମ …

ଏସିଆନ ପାରା ଗେମ୍ସ: ଖେଳାଳିଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ Read More »

୧୨୮ ବର୍ଷ ପରେ ପୁଣି କମବ୍ୟାକ୍

୨୦୨୮ ଲସ ଏଞ୍ଜଲସ୍ ଅଲିମ୍ପିକ୍ସରେସାମିଲ ହେବ କ୍ରିକେଟ । କ୍ରିକେଟ୍ ସହିତ ୨୦୨୮ ଲସ୍ ଏଞ୍ଜଲସ ଅଲିମ୍ପିକ୍ସରେ ବେସବଲ୍‌,ପ୍ଲାଗ୍ ଫୁଟବଲ,ସିକ୍ସେସ୍ ଓ ସ୍କ୍ୱାସ୍ ମଧ୍ୟ ସାମିଲ ହୋଇଛନ୍ତି । ଟି ଟ୍ୱେଣ୍ଟି ମ୍ୟାଚ୍ ଭାବେ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ମୋଟ ୬ଟି ଟିମ୍ ଏଥିରେ ଭାଗ ନେବେ । ଆୟୋଜକ ଦେଶ ହିସାବରେ ଆମେରିକା ସିଧାସଳଖ ଖେଳିବାର ଯୋଗ୍ୟତା ଅର୍ଜନ କରିପାରେ । ତେବେ ବାକି ୫ ଦେଶ ଚୟନକୁ ନେଇ ନିୟମ ପରେ ଘୋଷଣା …

୧୨୮ ବର୍ଷ ପରେ ପୁଣି କମବ୍ୟାକ୍ Read More »

କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ଅଲିମ୍ପିକ୍ସ ପାଇଁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର: ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି । ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ …

କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ଅଲିମ୍ପିକ୍ସ ପାଇଁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି Read More »

ହାଇଭୋଲଟେଜ୍ ମ୍ୟାଚରେ ହାଇ ଡ୍ରାମା

ହାଇଭୋଲଟେଜ୍ ମ୍ୟାଚରେ ହାଇ ଡ୍ରାମା । ପଡ଼ିଆ ବାହାର ଦର୍ଶକ ନୁହଁନ୍ତି, ଭିତରେ ଖେଳାଳି ବି କଲେ ଅଜବ୍ କାମ । ଏମିତି ଭାରତ-ପାକିସ୍ତାନ ମ୍ୟାଚ୍ ଫ୍ୟାନଙ୍କ ପାଇଁ ସବୁ ବେଳେ କିଛି ନା କିଛି ନୂଆ ଖୋରାକ ଆଣିଥାଏ । ତେବେ ଶନିବାର ଏଭଳି ଚର୍ଚ୍ଚାର ଆଗରେ ଥିଲେ କିଙ୍ଗ୍ କୋହଲି । ବିରାଟ୍ ପଡ଼ିଆ ଭିତରେ ନିଜର କିଛି କୌତୁକିଆ ବ୍ୟବହାରରେ ମ୍ୟାଚରେ ଗରମ ମସଲା ଭରିଦେଇଥିଲେ । ଭାରତୀୟ ଦଳ ଫିଲଡିଂ କରୁଥିବାବେଳେ …

ହାଇଭୋଲଟେଜ୍ ମ୍ୟାଚରେ ହାଇ ଡ୍ରାମା Read More »

ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ଛକାରେ ଗେଲଙ୍କୁ ଟପିଲେ ହିଟ୍ ମ୍ୟାନ୍‌

ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଭାରତୀୟ ବିଜୟର ପ୍ରମୁଖ ବିନ୍ଧାଣି ସାଜିଛନ୍ତି ବୋଲର ଓ ଅଧିନାୟକ ହିଟମ୍ୟାନ୍ । ପ୍ରଥମେ ବୋଲିଂ ୟୁନିଟ୍ ପାକିସ୍ତାନକୁ ବାନ୍ଧି ରଖିଥିବାବେଳେ ପରେ ଆକ୍ରମଣାତ୍ମକ ଆଭିମ୍ମୁଖ୍ୟ ରଖି ଅଧିନାୟକ ରୋହିତ ଶର୍ମା ଏହି ଏକପାଖିଆ ବିଜୟ ହାସଲ କରିବାକୁ ରାସ୍ତା ସହଜ କରିଥିଲେ । ଆଉ ପାକିସ୍ତାନକୁ ୭ ୱିକେଟରେ ହରାଇ ବିଶ୍ୱକପରେ ଭାରତ ତା’ ଅପରାଜେୟ ଧାରା ବଜାୟ ରଖିଛି । ରୋହିତଙ୍କ ଦମଦାର ଇନିଂସ ବଳରେ ବିଶ୍ୱକପରେ ପାକିସ୍ତାନ …

ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ଛକାରେ ଗେଲଙ୍କୁ ଟପିଲେ ହିଟ୍ ମ୍ୟାନ୍‌ Read More »

ଲକ୍ଷ୍ୟ ସ୍ଥିର ହେଲେ ସଫଳତା ନିଶ୍ଚିତ

କୁହାଯାଏ ଯଦି ଲକ୍ଷ୍ୟ ନିର୍ଦ୍ଦିଷ୍ଟ ଓ ସ୍ଥିର ତେବେ ବିଳମ୍ବ ହେଲେ ବି ସଫଳତା ନିଶ୍ଚିତ ଆସିବ । ଆଉ ଏକଥାକୁ ନିଜ କାର୍ଯ୍ୟରେ ପ୍ରମାଣିତ କରିଛନ୍ତି ଏସୀୟ କ୍ରୀଡ଼ାରେ ଜାଭଲିନ ଥ୍ରୋ ପଦକ ବିଜେତା କିଶୋର ଜେନା । ଅଭାବ ଓ କଷଣ ଭିତରେ ବି ନିଜ ଲକ୍ଷ୍ୟ ରେ ପହଞ୍ଚି ସେ ପ୍ରମାଣିତ କରିଛନ୍ତି ଆଗକୁ ମାଡିଚାଲ… ନିଶ୍ଚିତ ଲକ୍ଷ୍ୟ ହାସଲ ହେବ । ନିଜର ସଫଳତାକୁ ନେଇ ଏବେ ତାଙ୍କୁ ସମସ୍ତେ କହୁଛନ୍ତି, …

ଲକ୍ଷ୍ୟ ସ୍ଥିର ହେଲେ ସଫଳତା ନିଶ୍ଚିତ Read More »

କୋହଲିଙ୍କୁ ଖୁବ୍ ପ୍ରଶଂସା କଲେ ଆଫଗାନିସ୍ତାନ ଫ୍ୟାନ

ନୂଆଦିଲ୍ଲୀ: ବିଶ୍ୱକପର ନବମ ମ୍ୟାଚ ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆଇପିଏଲ ସମୟରେ ନବୀନ ଉଲ୍ଲକହ ଏବଂ ବିରାଟ କୋହଲିଙ୍କ ବିବାଦକୁ ନେଇ ଏହି ମ୍ୟାଚରେ ଫ୍ୟାନ୍ସମାନଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ଦେଖିବାକୁ ମିଳିଥିଲା । ତେବେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଆଫଗାନିସ୍ତାନର ଜଣେ ସୁନ୍ଦରୀ ପ୍ରଂଶସକ ୱାଜମା ଆୟୁବି ବିରାଟ କୋହଲିଙ୍କୁ ସପୋର୍ଟ କରିଥିବା ଦେଖିବାକୁ ମିଳିଥିଲା । ଏପରିକି ସେ ଉଭୟ ନବୀନ …

କୋହଲିଙ୍କୁ ଖୁବ୍ ପ୍ରଶଂସା କଲେ ଆଫଗାନିସ୍ତାନ ଫ୍ୟାନ Read More »

ଦମଦାର ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଲା ଭାରତ

ବିଶ୍ୱକପ ର ଆରମ୍ଭରୁ ଭାରତୀୟଙ୍କ ମନ ଜିଣିଲା ଭାରତୀୟ ଟିମ । କଙ୍ଗାରୁ ଟିମ କୁ ବିରାଟ କୋହଲି ଓ କେ ଏଲ ରାହୁଲ ଦମଦାର ଧୋଇବା ସହ ପ୍ରଥମ ମ୍ୟାଚ୍ କୁ ନିଜ ନାମରେ କରିଛି ଟିମ ଇଣ୍ଡିଆ । କଙ୍ଗାରୁ ଟିମକୁ ୧୯୯ ରନରେ ଅଲଆଉଟ କରି ୨୦୦ ରନ ର ଟାର୍ଗେଟ ନେଇ ପଡିଆକୁ ଓଲ୍‌ହାଇଥିଲା ଭାରତୀୟ ଦଳ । କିନ୍ତୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ର ସାମ୍ନା କରିଥିଲା ଭାରତ । …

ଦମଦାର ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଲା ଭାରତ Read More »

RSS
Follow by Email
Scroll to Top
Close Bitnami banner
Bitnami