କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ବିଜେପି ପାଇଁ କ୍ରସ ଭୋଟ୍ ଦେଇଥିବା ହିମାଚଳ ପ୍ରଦେଶର ୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି କୁଳଦୀପ ସିଂ ପଠାନିଆ । ପୂର୍ବ ରାତିରେ ବିଜେପି ଶାସିତ ହରିଆଣାରେ ରହିବା ପରେ ବିଧାୟକମାନେ ବିଧାନସଭାକୁ ଆସି କ୍ରସ୍ ଭୋଟ୍ ଦେଇଥିଲେ । ପରେ ବିଜେପି ୬ ଜଣ ବିଧାୟକଙ୍କୁ ସେମାନଙ୍କ ସାହସିକତା ପାଇଁ ଅଭିନନ୍ଦନ ଜଣାଇଥିଲା । ଆଜି ସେହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଅଯୋଗ୍ୟ ଘୋଷିତ …

କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି Read More »