ନବୀନ ହେବେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଷଷ୍ଠଥର ବି ହେବେ ମୁଖ୍ୟମନ୍ତ୍ରୀ । କାମ ଦେବନି ବିରୋଧୀଙ୍କ ହୀନ ରାଜନୀତି । ଆସନ୍ତା ୪ ତାରିଖରେ ବହୁମତ ପାଇବ ବିଜେଡି । ୧୧୭ ଆସନ ଜିତି ବିଜେଡି ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବ । ୨୫ ବର୍ଷ ଧରି ରାଜ୍ୟର ଚାମ୍ପିଅନ୍ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ବିକାଶ ମନ୍ତ୍ର ଆଗରେ ବିରୋଧୀଙ୍କ ରଣନୀତି ସବୁଥର ପରି ଫେଲ ମାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେଡି । ବିଜେଡିକୁ …

ନବୀନ ହେବେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ Read More »