ଘାତକ ହୋଇପାରେ ଥଣ୍ଡାପାନୀୟ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଥଣ୍ଡା ପାନୀୟ ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଯଦି ଆପଣ ନିୟମିତ ଭାବରେ ଥଣ୍ଡା ପାନୀୟ ପିଉଛନ୍ତି , ତେବେ ଆପଣଙ୍କୁ ସତର୍କ ହେବାର ଆବଶ୍ୟକତା ରହିଛି । ଅତ୍ୟଧିକ ଥଣ୍ଡା ପାନୀୟ ପିଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି । ହୃଦୟ ପାଇଁ କ୍ଷତିକାରକ – ଥଣ୍ଡା ପାନୀୟ ଆପଣଙ୍କ ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହେବାର ସମ୍ଭାବନା ରହିଛି । ଅତ୍ୟଧିକ …

ଘାତକ ହୋଇପାରେ ଥଣ୍ଡାପାନୀୟ Read More »