ହସିନାଙ୍କୁ ବ୍ରିଟେନ୍ ର ଝଟକା

ନୂଆଦିଲ୍ଲୀ : ବାଂଲାଦେଶରେ ହିଂସାତ୍ମକ ଛାତ୍ର ବିରୋଧ ପ୍ରଦର୍ଶନ ଦେଶବ୍ୟାପୀ ଅଶାନ୍ତି ଏବଂ ସେନା କ୍ଷମତା ନିଜ ହାତକୁ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଶରଣରେ ରହିଛନ୍ତି ।ସୂଚନାନୁସାରେ, ଶେଖ ହସିନା ଆସନ୍ତା କିଛି ଦିନ ପାଇଁ ଭାରତ ବାହାରକୁ ଯିବାର ସମ୍ଭାବନା ନାହିଁ, କାରଣ ତାଙ୍କର ଆଗାମୀ ଯାତ୍ରାକୁ ନେଇ ବାଧା ସୃଷ୍ଟି ହୋଇଛି । ପିଟିଆଇ ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା …

ହସିନାଙ୍କୁ ବ୍ରିଟେନ୍ ର ଝଟକା Read More »