ପାୱାରଙ୍କ ଇସ୍ତଫା ପାୱାର ପ୍ଲେ ନା 2024 ପାଇଁ ଖୋଲିବ ନୂଆ ରାସ୍ତା
ସୋନିଆ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ୱକୁ ବିରୋଧ କରି ଶରଦ ପାୱାର 1999ରେ କଂଗ୍ରେସରୁ ଅଲଗା ହୋଇ ନିଜ ରାଜନୈତିକ ରାସ୍ତା ଦେଖିଥିଲେ। କଂଗ୍ରେସଠାରୁ ଅଲଗା ହୋଇ ସେ ଗଢିଥିଲେ ନ୍ୟାସନାଲିଷ୍ଟ୍ କଂଗ୍ରେସ ପାର୍ଟି। ଗତ 24 ବର୍ଷ ଧରି ସେ ଏହି ଦଳର ରାଷ୍ଚ୍ରିୟ ଅଧ୍ୟକ୍ଷ ଭାବେ ରହି ଆସିଛନ୍ତି। କିନ୍ତୁ ଅଚାନକ ମଙ୍ଗଳବାର ଦିନ ନିଜ ଆତ୍ମଜିବନୀ ଉନ୍ମୋଚନ ଦି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ପାୱାର ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି। ଦଳ …
ପାୱାରଙ୍କ ଇସ୍ତଫା ପାୱାର ପ୍ଲେ ନା 2024 ପାଇଁ ଖୋଲିବ ନୂଆ ରାସ୍ତା Read More »