ଉମରକୋଟର ପୁଅ ଶାଶ୍ୱତ ‘କେବିସି’ରେ ଜିତିଲେ ୧୩ ଲକ୍ଷ ୪୦ ହଜାର
ନବରଙ୍ଗପୁର: କୌନ ବନେଗା କରୋଡ଼ପତି ବା କେବିସିରେ ଓଡ଼ିଆ ପୁଅଙ୍କ କମାଲ । ଶାଶ୍ୱତ ପଟ୍ଟନାୟକ‘କୌନ୍ ବନେଗା କରୋଡ୍ ପତି’ଜୁନିୟରରେ ଅଂଶଗ୍ରହଣ କରି ନବରଙ୍ଗପୁର ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଉମରକୋଟର ଶାଶ୍ୱତ ପଟ୍ଟନାୟକ ବିଗ୍-ବି ଅମିତାଭ ବଚ୍ଚନଙ୍କ ସହ କେବିସି ଖେଳି ଜିତିଲେ ୧୩ ଲକ୍ଷ ୪୦ ହଜାର ଟଙ୍କା ଜିତିଛନ୍ତି । ଏ ନେଇ ଶାଶ୍ୱତଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଶାଶ୍ୱତ ଉମରକୋଟ …
ଉମରକୋଟର ପୁଅ ଶାଶ୍ୱତ ‘କେବିସି’ରେ ଜିତିଲେ ୧୩ ଲକ୍ଷ ୪୦ ହଜାର Read More »