୧୩ ବର୍ଷ ବଡ଼ ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ରଶ୍ମିକା

ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା ବର୍ତ୍ତମାନ ତାଙ୍କ ନୂଆ ଫିଲ୍ମ ପୁଷ୍ପା-୨ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ।’ଜାତୀୟ କ୍ରସ୍’ ଭାବେ ପରିଚିତ ରଶ୍ମିକା ନିଜର ଏକ୍ସପ୍ରେସନ ଯାଦୁରେ ସିନେପ୍ରେମୀଙ୍କ ହୃଦୟରେ ରାଜ କରନ୍ତି । ପରଦା ଉପରେ ତାଙ୍କର ଜବରଦସ୍ତ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥାଆନ୍ତି । ରଶ୍ମିକା ମନ୍ଦନା ୫ ଏପ୍ରିଲ ୧୯୯୬ ମସିହାରେ କର୍ଣ୍ଣାଟକର ବେରଜପେଟରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ରଶ୍ମିକା ଅଭିନୟ କରିବାକୁ ଭଲ ପାଉଥିଲେ, ଏହା ବ୍ୟତୀତ ରଶ୍ମିକା …

୧୩ ବର୍ଷ ବଡ଼ ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ରଶ୍ମିକା Read More »