୧୫କେଜି ସୁନା, ୧୮ହଜାର ହୀରା ଅଳଙ୍କାର ପିନ୍ଧିଛନ୍ତି ରାମଲଲା
ଅଯୋଧ୍ୟା: ଅଯୋଧ୍ୟାନଗରୀରରେ ପ୍ରତିଷ୍ଠା ହୋଇ ସାରିଛି ରାମ ମନ୍ଦିର । ରାମଲଲାଙ୍କୁ ମୂଲ୍ୟବାନ ସୁନା-ହୀରା ଖଚିତ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି । ଅଳଙ୍କାରରେ ୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନା ବ୍ୟବହୃତ ହୋଇଛି । ଅଳଙ୍କାର ତିଆରି କରିବା ସମୟରେ କାରିଗରମାନେ ଆଧ୍ୟାତମ ରାମାୟଣ, ଶ୍ରୀମଦ ବାଲ୍ମିକୀ ରାମାୟଣ, ଶ୍ରୀରାମଚରିତ ମାନସ ଓ ଆଲବନ୍ଦର ସ୍ରୋତକୁ ସାବଧାନତାପୂର୍ବକ ସେଥିରେ ଖଚିତ କରିଛନ୍ତି । ଅଳଙ୍କାର ଗଢିବାକୁ ଲାଗିଥିଲା ମାତ୍ର ୧୨ ଦିନ ଏହି ସମ୍ପୂର୍ଣ୍ଣ ଗହଣାରେ …
୧୫କେଜି ସୁନା, ୧୮ହଜାର ହୀରା ଅଳଙ୍କାର ପିନ୍ଧିଛନ୍ତି ରାମଲଲା Read More »