Ram mandir

ଦେଶରେ ପୁଣି ସକ୍ରିୟ ହେଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଗତ କିଛିଦିନ ହେବ ଦେଶରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଦେଶର ୩ଟି ସ୍ଥାନ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ବର୍ତ୍ତମାନ ରାମ ମନ୍ଦିର ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବାନେଇ ସୂଚନା ମିଳିଛି । ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ସାମ୍ନାକୁ ଆସିଛି। ପାକିସ୍ତାନରୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ରାମ ମନ୍ଦିର ଉପରେ ଆକ୍ରମଣର ଅଡିଓ ଚେତାବନୀ ଦେଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବାପରେ …

ଦେଶରେ ପୁଣି ସକ୍ରିୟ ହେଲେ ଆତଙ୍କବାଦୀ Read More »

୧୫କେଜି ସୁନା, ୧୮ହଜାର ହୀରା ଅଳଙ୍କାର ପିନ୍ଧିଛନ୍ତି ରାମଲଲା

ଅଯୋଧ୍ୟା: ଅଯୋଧ୍ୟାନଗରୀରରେ ପ୍ରତିଷ୍ଠା ହୋଇ ସାରିଛି ରାମ ମନ୍ଦିର । ରାମଲଲାଙ୍କୁ ମୂଲ୍ୟବାନ ସୁନା-ହୀରା ଖଚିତ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି । ଅଳଙ୍କାରରେ ୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନା ବ୍ୟବହୃତ ହୋଇଛି । ଅଳଙ୍କାର ତିଆରି କରିବା ସମୟରେ କାରିଗରମାନେ ଆଧ୍ୟାତମ ରାମାୟଣ, ଶ୍ରୀମଦ ବାଲ୍ମିକୀ ରାମାୟଣ, ଶ୍ରୀରାମଚରିତ ମାନସ ଓ ଆଲବନ୍ଦର ସ୍ରୋତକୁ ସାବଧାନତାପୂର୍ବକ ସେଥିରେ ଖଚିତ କରିଛନ୍ତି । ଅଳଙ୍କାର ଗଢିବାକୁ ଲାଗିଥିଲା ମାତ୍ର ୧୨ ଦିନ ଏହି ସମ୍ପୂର୍ଣ୍ଣ ଗହଣାରେ …

୧୫କେଜି ସୁନା, ୧୮ହଜାର ହୀରା ଅଳଙ୍କାର ପିନ୍ଧିଛନ୍ତି ରାମଲଲା Read More »

ରାମ ମନ୍ଦିରକୁ ହିନ୍ଦୁଙ୍କୁ ମିଳେନି ପ୍ରବେଶ ଅନୁମତି

ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ହିନ୍ଦୁ ଧର୍ମାମ୍ୱଲମ୍ୱୀ ଲୋକ ବସବାସ କରୁଛନ୍ତି । ସନାତନ ଧର୍ମରେ ବିଶ୍ୱାସ ରଖିଥିବା ହିନ୍ଦୁମାନେ ସେଠାରେ ମଧ୍ୟ ଅଛନ୍ତି । ତେବେ ପାକିସ୍ତାନର ଇସଲାମାବାଦର ମାରଗାଲା ପାହାଡରେ ମଧ୍ୟ ଶ୍ରୀ ରାମଙ୍କ ମନ୍ଦିର ରହିଛି । ଏହି ମନ୍ଦିରଟି ବହୁତ ପ୍ରାଚୀନ । ଷୋଡଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଏହି ମନ୍ଦିରଟି ରାମ କୁଣ୍ଡ ମନ୍ଦିର ଭାବରେ ଜଣାଶୁଣା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ହିନ୍ଦୁମାନଙ୍କୁ ପୂଜା …

ରାମ ମନ୍ଦିରକୁ ହିନ୍ଦୁଙ୍କୁ ମିଳେନି ପ୍ରବେଶ ଅନୁମତି Read More »

ସ୍କୁଲ ସିଲାବସ୍‌ରେ ସାମିଲ ହେବ ରାମ ମନ୍ଦିର ନିର୍ମାଣର ଇତିହାସ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୦୨୪ ଜାନୁୟାରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯିବ । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ସରକାର ରାମ ମନ୍ଦିର ନିର୍ମାଣର ଇତିହାସ ଓ ଏହା ବିଷୟରେ ସମସ୍ତ ତଥ୍ୟ ସ୍କୁଲ ପୁସ୍ତକରେ ସାମିଲ କରିବାକୁ ଯୋଜନା କରିଛନ୍ତି । ନୂଆ ଶିକ୍ଷାନୀତି ଜରିଆରେ ଉତ୍ତରପ୍ରଦେଶ ପ୍ରାଥମିକ ସ୍କୁଲ ସିଲାବସ୍‌ରେ ରାମ ମନ୍ଦିର ନିର୍ମାଣକୁ ସାମିଲ କରାଯିବ । …

ସ୍କୁଲ ସିଲାବସ୍‌ରେ ସାମିଲ ହେବ ରାମ ମନ୍ଦିର ନିର୍ମାଣର ଇତିହାସ Read More »

hijab controversy. karnataka, bjp, uniform civil code, bjp govt, ram mandir, article 370, elections 2022, rising odisha

ହିଜବ ବିବାଦ ଆଳରେ ବିଜେପି ସମାନ ନାଗରିକ ସଂହିତା ଆଡକୁ ଅଗ୍ରସର ହେଉଛି କି ?

କର୍ଣ୍ଣାଟକରେ ହିଜବ ବିବାଦ ଭିତରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ବୟାନ ଆଉ ଗୋଟିଏ ଦୀଗ ଆଡକୁ ଇଂଗିତ କରୁଛି । ଧାମୀ କହିଛନ୍ତି ଯେ, ତାଙ୍କ ଦଳ ଯଦି ପୁନଃ କ୍ଷମତାକୁ ଆସେ ତେବେ ସମାନ ନାଗରିକ ସଂହିତା ଲାଗୁ କରାଯିବ । ସମାନ ନାଗରିକ ସଂହିତା ରାମ ମନ୍ଦିର ଓ ଧାରା ୩୭୦ ଭଳି ବିଜେପିର ମୁଳ ଏଜେଣ୍ଡାରେ ଆଗରୁ ରହିଛି । ଏମିତିରେ ଧାମୀଙ୍କ ବୟାନକୁ ଗୁରୁତ୍ୱ ଏଥିପାଇଁ ଦିଆଯାଉଛି ଯେ, …

ହିଜବ ବିବାଦ ଆଳରେ ବିଜେପି ସମାନ ନାଗରିକ ସଂହିତା ଆଡକୁ ଅଗ୍ରସର ହେଉଛି କି ? Read More »

RSS
Follow by Email
Scroll to Top
Close Bitnami banner
Bitnami