rajya sabha election 2024

ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି ସଭ୍ୟ ସଂଖ୍ୟା

ନୂଆଦିଲ୍ଲୀ : ରାଜ୍ୟସଭାରେ ବିଜେପିର ସଭ୍ୟସଂଖ୍ୟା ୯୦ ତଳକୁ ଖସି ଆସିଛି। ଚାରି ଜଣ ମନୋନୀତ ସଭ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାପରେ ବିଜେପିର ସଭ୍ୟସଂଖ୍ୟା ୮୬ ରହିଛି। କିନ୍ତୁ ଆଉ କିଛି ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ଆସନରେ ନିର୍ବାଚନ ହେଲେ ବିଜେପି ପୁଣି ଏହାର ପୂର୍ବ ସ୍ଥିତିକୁ ଫେରିଆସିବ। ନିର୍ବାଚନରେ ବିଜେପି ଅତିକମ୍‌ରେ ୮ଟି ଆସନ ଜିତିବ ବୋଲି କୁହାଯାଉଛି। ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ୧୯ଟି ଆସନ ଖାଲି ପଡ଼ିଥିବାରୁ ଏବେ ମୋଟ୍ ସଭ୍ୟସଂଖ୍ୟା …

ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି ସଭ୍ୟ ସଂଖ୍ୟା Read More »

ରାଜ୍ୟସଭାରେ ବିଜେପିକୁ ଭାରି ପଡିପାରନ୍ତି ବିଜେଡି ଓ YSRCP

ନୂଆଦିଲ୍ଲୀ : ବିଗତ ନିର୍ବାଚନ ବିଷୟରେ ଆଲୋଚନା ହେଲେ , କେବଳ ଲୋକସଭା ନିର୍ବାଚନ ଫଳାଫଳ ବିଷୟରେ ଆଲୋଚନା ହୋଇଥାଏ। କିନ୍ତୁ ଏହି ସମୟ ମଧ୍ୟରେ ୪ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଯାହା ଉପରେ ଅଧିକ ଆଲୋଚନା କରାଯାଇଥିଲା। ଆନ୍ଧ୍ରପ୍ରଦେଶରେ YSRCP ମାତ୍ର ପାଞ୍ଚ ବର୍ଷ ପୂର୍ବେ ‘ଲୋକ ନେତା’ ଭାବରେ ଉଭା ହୋଇଥିଲେ। ଏସ. ଜଗନମୋହନ ରେଡ୍ଡୀଙ୍କ …

ରାଜ୍ୟସଭାରେ ବିଜେପିକୁ ଭାରି ପଡିପାରନ୍ତି ବିଜେଡି ଓ YSRCP Read More »

୫୬ଟି ରାଜ୍ୟସଭା ଆସନରେ କିଏ ଜିତିବ ଆଉ କିଏ ହାରିବ ଜାଣନ୍ତୁ ?

ନୂଆଦିଲ୍ଲୀ: ଫେବ୍ରୁଆରି ୨୭ରେ ହେବାକୁ ଥିବା ରାଜ୍ୟସଭାର ୫୬ଟି ଆସନ ମଧ୍ୟରୁ ୫୦ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଏବଂ ୬ଟି ଆସନର କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେବ । ଏଭଳି ସ୍ଥିତିରେ ନିର୍ବାଚନ ଆୟୋଗ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ନିଜର ଆସନ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ୧୫ଟି ରାଜ୍ୟର ୫୬ଟି ଆସନରୁ ୨୮ଟି ଆସନ ଉପରେ ବିଜେପିର କବଜା …

୫୬ଟି ରାଜ୍ୟସଭା ଆସନରେ କିଏ ଜିତିବ ଆଉ କିଏ ହାରିବ ଜାଣନ୍ତୁ ? Read More »

RSS
Follow by Email
Scroll to Top
Close Bitnami banner
Bitnami