ତୀର୍ଥଯାତ୍ରାରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ

ମୁମ୍ବାଇ: ତୀର୍ଥଯାତ୍ରାରେ ବାହାରିଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାମରୁ ଟିକେ ସମୟ ବହାର କରି ତୀର୍ଥ ଯାତ୍ରା ପାଇଁ ବାହାରି ଯାଇଛନ୍ତି । ସେ ବର୍ତ୍ତମାନ ଉତ୍ତରାଖଣ୍ଡର କେଦାରନାଥ ଓ ବଦ୍ରିନାଥ ଗସ୍ତରେ ଅଛନ୍ତି । ରଜନୀକାନ୍ତ ରାଜ୍ୟର ପ୍ରସିଦ୍ଧ ତୀର୍ଥସ୍ଥାନଗୁଡିକ ବୁଲି ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଉଛନ୍ତି । ଏହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ …

ତୀର୍ଥଯାତ୍ରାରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ Read More »