ବିଜେପିକୁ ଝଟ୍‌କା: ଇସ୍ତଫା ଦେଲେ କୃଷି ମନ୍ତ୍ରୀ

ରାଜସ୍ଥାନ ରାଜନୀତିରେ ହଲଚଲ୍ । କୃଷି ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କିରୋଡି ଲାଲ ମୀନା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମାଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ। ଇସ୍ତଫା କିଛିଦିନ ପୂର୍ବରୁ ପଠାଯାଇଥିଲା, କିନ୍ତୁ ଆଜି ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରରେ ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଲୋକସଭା ନିର୍ବାଚନ ସମୟରେ କିରୋଡି …

ବିଜେପିକୁ ଝଟ୍‌କା: ଇସ୍ତଫା ଦେଲେ କୃଷି ମନ୍ତ୍ରୀ Read More »