Rajasthan politics

ରାଜସ୍ଥାନରେ ଚାଷୀଙ୍କ ଉପରେ ଅଧିକ ଫୋକସ୍‌

ନୂଆଦିଲ୍ଲୀ: ୨୫ ନଭେମ୍ବରରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଭୋଟ୍ ଦେବାର ଚାରି ଦିନ ପୂର୍ବରୁ କଂଗ୍ରେସ ନିଜର ଘୋଷଣାପତ୍ର ପ୍ରକାଶ କରିଛି । ଘୋଷଣାପତ୍ରରେ ଚାଷୀଙ୍କୁ ହାତେଇବା ପାଇଁ କଂଗ୍ରେସ ଏକ ବଡ ପଦକ୍ଷେପ ନେଇଛି । କଂଗ୍ରେସ କହିଛି ଯେ ଯଦି ରାଜ୍ୟରେ ପୁନର୍ବାର ସରକାର ଗଠନ ହୁଏ ତେବେ ସ୍ୱାମୀନାଥନଙ୍କ ରିପୋର୍ଟ ଆଧାରରେ ସର୍ବନିମ୍ନ ସହାୟତା ମୂଲ୍ୟ ଏମଏସପି ଗ୍ୟାରେଣ୍ଟି ଦେବା ଆଇନ କାର୍ଯ୍ୟକାରୀ ହେବ । ଡିସେମ୍ବର …

ରାଜସ୍ଥାନରେ ଚାଷୀଙ୍କ ଉପରେ ଅଧିକ ଫୋକସ୍‌ Read More »

ଏପର୍ଯ୍ୟନ୍ତ ରାଜସ୍ଥାନରେ ରାଲି କରି ନାହାନ୍ତି ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଘୋଷଣା ପରେ ରାହୁଲ ଗାନ୍ଧୀ ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ଥାନରେ ପ୍ରଚାର କରିନାହାଁନ୍ତି । ତେବେ ଉଭୟ ପ୍ରିୟଙ୍କା ଏବଂ ଖର୍ଗେ ରାଜସ୍ଥାନରେ ପ୍ରଚାର କରିଛନ୍ତି । ଗେହଲଟଙ୍କ ପ୍ରତି ତାଙ୍କର ଅସନ୍ତୋଷ ମଧ୍ୟ ଏହା ପଛରେ ଏକ କାରଣ ବୋଲି ବିବେଚନା କରାଯାଉଛି । ରାହୁଲଙ୍କ କାର୍ଯ୍ୟକ୍ରମ ପୂର୍ବରୁ ପାର୍ଟିରେ ଏକତାର ବାର୍ତ୍ତା ପଠାଇବାକୁ ଗେହଲଟଙ୍କୁ ପାର୍ଟି ପୋଷ୍ଟରରେ ସଚିନ ପାଇଲଟଙ୍କ ଫଟୋକୁ ପର୍ଯ୍ୟାପ୍ତ ସ୍ଥାନ ଦେବାକୁ ପରାମର୍ଶ ଦିଆଯାଇଛି । ଗେହଲଟଙ୍କ ଉପରେ …

ଏପର୍ଯ୍ୟନ୍ତ ରାଜସ୍ଥାନରେ ରାଲି କରି ନାହାନ୍ତି ରାହୁଲ Read More »

RSS
Follow by Email
Scroll to Top
Close Bitnami banner
Bitnami