rajasthan election

ରାଜସ୍ଥାନ ନେତୃତ୍ୱ ଲାଗି ଦିୟା ସମସ୍ତଙ୍କ ପସନ୍ଦ

ଜୟପୁର: ଏବେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଦଳ ଏଯାବତ୍ ମୁଖ୍ୟମନ୍ତ୍ରୀ ରୂପେ କାହାକୁ ଚୟନ କରିନାହିଁ କିମ୍ବା ଏନେଇ କୌଣସି ଘୋଷଣା ମଧ୍ୟ କରିନାହିଁ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଅନେକଙ୍କ ନାମ ଚର୍ଚ୍ଚାରେ ରହିଛି । ଯେଉଁ ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୀର୍ଷରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜୟପୁର ରାଜପରିବାରର ରାଜକୁମାରୀ ଦିୟା କୁମାରୀ । ସାଦାସିଧା ବ୍ୟକ୍ତିତ୍ୱ ଲୋକଙ୍କୁ …

ରାଜସ୍ଥାନ ନେତୃତ୍ୱ ଲାଗି ଦିୟା ସମସ୍ତଙ୍କ ପସନ୍ଦ Read More »

ମୁଖ୍ୟମନ୍ତ୍ରୀଙ୍କ ପଦକୁ ନେଇ ଚାଲିଛି ଚର୍ଚ୍ଚା

ରାଜସ୍ଥାନ: ରାଜସ୍ଥାନରେ ବି ବାଜି ମାରିଲା ବିଜେପି । ଏଠାରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା । ରାଜସ୍ଥାନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବ । ସିଏମ ପଦ ପାଇଁ କୌଣସି ନେତା ନଦେଇ ବିଜେପି ରାଜସ୍ଥାନ ନିର୍ବାଚନରେ ଲଢିଥିଲା । ୨୦୦୩ ମସିହାରୁ ରାଜସ୍ଥାନରେ ବସୁନ୍ଧରା ରାଜେ ବିଜେପିର ଚେହେରା ରହିଆସିଛନ୍ତି । କିନ୍ତୁ ଏଥର ଦଳ ତାଙ୍କ ଚେହେରାକୁ ନେଇ ନିର୍ବାଚନ ଲଢି ନାହିଁ …

ମୁଖ୍ୟମନ୍ତ୍ରୀଙ୍କ ପଦକୁ ନେଇ ଚାଲିଛି ଚର୍ଚ୍ଚା Read More »

ରାଜସ୍ଥାନରେ ୧୯୯ ଆସନରେ ୧୮୬୨ ପ୍ରାର୍ଥୀ ଲଢ଼ୁଛନ୍ତି

ଜୟପୁର: ଆଜି ରାଜସ୍ଥାନ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି । ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ୧୯୯ଟି ଆସନରେ ଭୋଟ ଗ୍ରହଣ ହେବ । ଶ୍ରୀଗଙ୍ଗାନଗରର କରନପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂହ କୁନରଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ । ଭୋଟଗ୍ରହଣ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଗୁରୁବାର ରାଜ୍ୟରେ ନିର୍ବାଚନ ପ୍ରଚାର …

ରାଜସ୍ଥାନରେ ୧୯୯ ଆସନରେ ୧୮୬୨ ପ୍ରାର୍ଥୀ ଲଢ଼ୁଛନ୍ତି Read More »

ରାଜସ୍ଥାନ ନିର୍ବାଚନ : ଜଣେ ପ୍ରାର୍ଥୀଙ୍କୁ ଦୁଇଟି ଦଳରୁ ଟିକେଟ୍‌

ଜୟପୁର : ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ସେମାନେ ହେଲେ ଶ୍ରୀଗଙ୍ଗାନଗରର ସୋହନଲାଲ, ଉଦୟପୁରର ଗୌରବ ବଲ୍ଲଭ, ବୟାନାରୁ ଅମର ସିଂହ ଜାଟବ, ଅନୁପଗଡ଼ର ଶିମଲା ଦେବୀ ନାୟକ । ସେହିପରି ପାଇଲଟ ଗୋଷ୍ଠୀର ବିଧାୟକ ଲାଲ ବୈରୱାଙ୍କ ଟିକେଟ କାଟି ଦିଆଯାଇଛି । କଂଗ୍ରେସ ଓ ବିଏସପି କରିଛନ୍ତି ପ୍ରାର୍ଥୀ …

ରାଜସ୍ଥାନ ନିର୍ବାଚନ : ଜଣେ ପ୍ରାର୍ଥୀଙ୍କୁ ଦୁଇଟି ଦଳରୁ ଟିକେଟ୍‌ Read More »

RSS
Follow by Email
Scroll to Top
Close Bitnami banner
Bitnami