ଗେହଲଟଙ୍କ ଉପରେ ବର୍ଷିଲେ ରାହୁଲ

କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ରାହୁଲ ଗାନ୍ଧି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ରାଜସ୍ଥାନର ସମସ୍ତ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ କାହିଁକି ସ୍ଥିର ହୋଇନାହିଁ । ଏହା ଉପରେ ଗେହଲଟ ମଧ୍ୟ ଟିକିଏ ସ୍ୱର ଉତ୍ତୋଳନ କରି ଉତ୍ତର ଦେବା ଆରମ୍ଭ କଲେ । ବାତାବରଣର ଉତ୍ତାପ ବଢୁଥିବା ଦେଖି ସୋନିଆ ଗାନ୍ଧି ଗେହଲଟଙ୍କୁ ଧୀରେ ଧୀରେ କଥା ହେବାକୁ କହିଥିଲେ ଏବଂ ଅଙ୍ଗଭଙ୍ଗୀ ମାଧ୍ୟମରେ ରାହୁଲଙ୍କୁ ଶାନ୍ତ ରହିବାକୁ କହିଥିଲେ । କଂଗ୍ରେସ …

ଗେହଲଟଙ୍କ ଉପରେ ବର୍ଷିଲେ ରାହୁଲ Read More »