ଆଜିଠାରୁ ଆରମ୍ଭ ହେଲା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ରବିବାର ଆରମ୍ଭ ହୋଇଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ମଣିପୁରର ଥୋବାଲ ଜିଲ୍ଲା ଠାରୁ ଆରମ୍ଭ ହୋଇଛି । ଏହା ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ଶେଷ ହେବ । ଏହି ଯାତ୍ରା ନେଇ କଂଗ୍ରେସ କହିଛି ଯେ, ଏହା ଏକ ରାଜନୈତିକ ଦଳ ନୁହେଁ ବରଂ ଏକ ଆଦର୍ଶଗତ ଯାତ୍ରା । ୬୬ ଦିନ ଧରି ଚାଲିବ ଏହି …

ଆଜିଠାରୁ ଆରମ୍ଭ ହେଲା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ Read More »