ପଶ୍ଚିମବଙ୍ଗରେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ଦଳର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ବିରୋଧ ପ୍ରଦର୍ଶନ କଲା ଟିଏମସି । ପଶ୍ଚିମବଙ୍ଗ କୁଚବିହାରଠାରେ ତୃଣମୂଳ କଂଗ୍ରେସ ପାର୍ଟି କର୍ମୀମାନେ ପୋଷ୍ଟର ପ୍ରଦର୍ଶନ କରି ବିରୋଧ କରିଛନ୍ତି । ଆଜି ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି । ଏହି ପ୍ରବେଶ ସହିତ ରାହୁଲ ଗାନ୍ଧୀ ବାର୍ତ୍ତା ଦେଇଛନ୍ତି ଯେ ସେ ଇଣ୍ଡିଆ ମେଣ୍ଟସହଯୋଗୀ ତୃଣମୂଳ କଂଗ୍ରେସକୁ ଚ୍ୟାଲେଞ୍ଜ କରିବା ପାଇଁ …

ପଶ୍ଚିମବଙ୍ଗରେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା Read More »