rahul gandhi

pm narendra modi, rahul gandhi, nda vs india alliance, odia blog, rising odisha

ରାହୁଲ କିମ୍ବା ମୋଦି କାହାପାଇଁ ୨୦୨୪ ସହଜ ନୁହେଁ

୨୦୧୪ ନିର୍ବାଚନ ବିଜୟ ପରେ ମୋଦି ବ୍ରାଣ୍ଡରେ ପରିଣତ ହୋଇଥିଲେ । ନିର୍ବାଚନ ଜିତିବା ପାଇଁ ଦଳ ମୋଦିଙ୍କ ଉପରେ ନିର୍ଭର କରିବାକୁ ଲାଗିଲା । ମୋଦି ମୋଦିର ଗଗନଭେଦି ସ୍ଲୋଗାନରେ ପୁରା ଦେଶ କମ୍ପୁଥିଲା । ସ୍ଥାନୀୟ ନିର୍ବାଚନ ହେଉ କିମ୍ବା ବିଧାନସଭା ନିର୍ବାଚନ,ବିଜେପି ମୋଦି ମୁହଁକୁ ନେଇ ମୈଦାନକୁ ଓହ୍ଲାଉ ଥିଲା । କିଛି କ୍ଷେତ୍ରରରେ ବିଜେପି ସଫଳତା ମଧ୍ଯ ପାଇଥିଲା । କିନ୍ତୁ ଧିରେ ଧିରେ ମୋଦି ମ୍ଯାଜିକ୍ ଫିକା ପଡ଼ିବାକୁ ଲାଗିଲା …

ରାହୁଲ କିମ୍ବା ମୋଦି କାହାପାଇଁ ୨୦୨୪ ସହଜ ନୁହେଁ Read More »

sonia gandhi, congress news, kapil sibal, congress crisis, rising odisha, odia blog

କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ?

କିଛି ଦିନ ତଳେ କଂଗ୍ରେସରେ ଝାଞ୍ଜି ବାତ୍ୟା ବହୁଥିଲା । ସେହି ଝାଞ୍ଜିର ନାମ ଥିଲା ଜି-୨୩ । ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗୋଷ୍ଠୀ । ଯେଉଁଥିରେ କଂଗ୍ରେସର ଜଣାଶୁଣା ୨୩ ଜଣ ନେତା ଥିଲେ । ସେମାନେ ଗାନ୍ଧୀ ଫ୍ୟାମିଲି ବଦଳରେ ନୂଆ ନେତ୍ରୁତ୍ୱ ଚାହୁଁଥିଲେ । ଏମିତି ଲାଗୁଥିଲା କଂଗ୍ରେସ ଉପରୁ ଗାନ୍ଧି ପରିବାର ନିୟନ୍ତ୍ରଣ ଢିଲା ହେବାରେ ଲାଗିଛି । କିନ୍ତୁ ଯେମିତି କୁହାଯାଏ ଅସନ୍ତୁଷ୍ଠଙ୍କୁ ସନ୍ତୁଷ୍ଠ କରିବା ହେଉଛି ନେତୃତ୍ୱର ଦକ୍ଷତାର …

କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ? Read More »

rahul gandhi, night club, nepal, kathmandu, china ambassador, girl, odia blog, rising odisha

ନାଇଟ୍ କ୍ଲବରେ ରାହୁଲଙ୍କ ସହ ଥିବା ଝିଅ କିଏ ? ଚୀନ ସହିତ ତାଙ୍କ ଲିଙ୍କ୍ କ’ଣ ?

ରାହୁଲ ଗାନ୍ଧିଙ୍କ ନେପାଳ ଭ୍ରମଣ ଦେଶରେ ରାଜନୈତିକ ବିବାଦ ସୃଷ୍ଟି କରିଛି । ରାହୁଲ ମଝିରେ ମଝିରେ ଦେଶ ବାହାରକୁ ବୁଲିଯିବା କିଛି ନୂଆ କଥା ନୁହେଁ । କିନ୍ତୁ ଏଥର ନେପାଳର ନାଇଟ୍ କ୍ଲବରୁ ଭାଇରାଲ ହୋଇଥିବା ଭିଡିଓ ବିଜେପିକୁ ଗୋଟିଏ ଭାଇରାଲ ଅସ୍ତ୍ର ଦେଇଛି । ନାଇଟ୍ କ୍ଲବ୍ ଭିଡିଓରେ ରାହୁଲଙ୍କୁ ଯେଉଁ ଯୁବତୀଙ୍କ ସହିତ ଦେଖିବାକୁ ମିଳିଛି ସେହି ଯୁବତୀ ଜଣକ ଚୀନର ଓ ସେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ବୋଲି …

ନାଇଟ୍ କ୍ଲବରେ ରାହୁଲଙ୍କ ସହ ଥିବା ଝିଅ କିଏ ? ଚୀନ ସହିତ ତାଙ୍କ ଲିଙ୍କ୍ କ’ଣ ? Read More »

navjot singh sidhu, punjab cm face, congress punjab, rahul gandhi, punjab cm, charanjit singh channi, rising odisha, odia blog

ପଂଜାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସିଦ୍ଧୁଙ୍କ ବଦଳରେ ଚନ୍ନିଙ୍କୁ କାହିଁକି ବାଛିଲା କଂଗ୍ରେସ ?

ପଂଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି । ନବଜ୍ୟୋତ ସିଦ୍ଧୁଙ୍କ ବଦଳରେ କଂଗ୍ରେସ ହାଇକମାଣ୍ଡ୍ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ବିଶ୍ୱାସ କରିଛନ୍ତି । ଏବେ ଦଳ ଚନ୍ନିଙ୍କୁ କ୍ୟାପ୍ଟେନ୍ କରି ନିର୍ବାଚନ ଲଢିବ । ଏମିତିରେ ପ୍ରଶ୍ନ ଉଠିପାରେ ଚନ୍ନିଙ୍କ ଉପରେ ବାଜି ଲଗାଇବାକୁ କଂଗ୍ରେସ ହାଇକମାଣ୍ଡ୍ କାହିଁକି ମନସ୍ଥିର କଲେ , ଆସନ୍ତୁ ଜାଣିବା.. ରାହୁଲ ଗାନ୍ଧୀ ରବିବାର ଦିନ ଲୁଧିଆନାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ …

ପଂଜାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସିଦ୍ଧୁଙ୍କ ବଦଳରେ ଚନ୍ନିଙ୍କୁ କାହିଁକି ବାଛିଲା କଂଗ୍ରେସ ? Read More »

pegasus spyware, new york times, modi govt, congress, rahul gandhi, india israel, rising odisha

ପେଗାସସ୍ ଗୁଇନ୍ଦା ଉପକରଣକୁ ନେଇ ପୁଣି ହଙ୍ଗାମା, ଜାଣନ୍ତୁ ନ୍ୟୁୟର୍କ ଟାଇମ୍ସର ୧୦ ବଡ଼ ତଥ୍ୟ

ପେଗାସସ୍ ସ୍ପାଇୱେୟାରକୁ ନେଇ ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ରହସ୍ୟ ଉଦଘାଟନ ପରେ ଭାରତରେ ପୁଣିଥରେ ରାଜନୈତିକ ହଙ୍ଗାମା ଆରମ୍ଭ ହୋଇଯାଇଛି । ନ୍ୟୁୟର୍କ ଟାଇମ୍ସର ଦାବି ଯେ, ୨୦୧୭ରେ ଭାରତ ଓ ଇସ୍ରାଏଲ ମଧ୍ୟରେ ଏକ କ୍ଷେପଣାସ୍ତ୍ର ପ୍ରଣାଳୀ ଓ ପେଗାସସ ପାଇଁ ହୋଇଥିବା ୨ଶହ କୋଟି ଡଲାରର ଚୁକ୍ତିର କେନ୍ଦ୍ରବିନ୍ଦୁ ଥିଲା । ନ୍ୟୁୟର୍କ ଟାଇମ୍ସରେ ଏହି ରିପୋର୍ଟ ପ୍ରକାଶିତ ହେବା ପରେ ବିରୋଧୀ ମୋଦି ସରକାରଙ୍କ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛନ୍ତି …

ପେଗାସସ୍ ଗୁଇନ୍ଦା ଉପକରଣକୁ ନେଇ ପୁଣି ହଙ୍ଗାମା, ଜାଣନ୍ତୁ ନ୍ୟୁୟର୍କ ଟାଇମ୍ସର ୧୦ ବଡ଼ ତଥ୍ୟ Read More »

rahul gandhi, congress crisis, congress party crisis, rpn singh, jeeten prasada, jyotiraditya scindhia, up elections 2022, rising odisha, odia blog

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍

କଂଗ୍ରେସର ଅସ୍ଥିତ୍ୱ ପାଇଁ ଏହା ହେଉଛି ସବୁଠାରୁ ଆହ୍ୱାନମୁଳକ ସମୟ । ଦଳରୁ ନେତାଙ୍କ ପଳାୟନ ଥମିବାର ନାଁ ନେଉନାହିଁ । ଦଳଛାଡି ନେତା ଏମିତି ପଳାୟନ କରୁଛନ୍ତି ଯେମିତି ଡୁବୁଥିବା ଜାହାଜରୁ ମୁଷା ପଳାୟନ କରନ୍ତି । ଛୋଟମୋଟ ନେତା ଦଳ ଛାଡିବା ଅଲଗା କଥା କିନ୍ତୁ କଂଗ୍ରେସ ପାଇଁ ସମସ୍ୟା ହେଉଛି ଏହାର ବଡ଼ବଡ଼ ନେତା ଦଳ ଛାଡୁଛନ୍ତି । ପୁଣି ଏମିତି ନେତା ଦଳ ଛାଡୁଛନ୍ତି ଯେଉଁମାନେ କଂଗ୍ରେସର ପିଏମ୍ ଇନ୍ ୱେଟିଂ …

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍ Read More »

RSS
Follow by Email
Scroll to Top
Close Bitnami banner
Bitnami