rahul gandhi

ରାହୁଲଙ୍କ ସମର୍ଥନରେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ : ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କ ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ । ଏହା ପରେ ବିଜେପି ସମେତ ହିନ୍ଦୁ ସଂଗଠନ ତାଙ୍କ ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଆନ୍ଦୋଳନ କରିଥିଲେ । ବର୍ତ୍ତମାନ ରାହୁଲଙ୍କ ସେହି ବୟାନରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରୟା ସାମ୍ନାକୁ ଆସିଛି । ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କଂଗ୍ରେସ ସାଂସଦଙ୍କ ସମର୍ଥନରେ ବାହାରିଛନ୍ତି । ସେ ରାହୁଲଙ୍କୁ ସୁରକ୍ଷା …

ରାହୁଲଙ୍କ ସମର୍ଥନରେ ଶଙ୍କରାଚାର୍ଯ୍ୟ Read More »

ରାଏବରେଲି-ୱାଏନାଡରେ ରାହୁଲ ଆଗୁଆ

ନୂଆଦିଲ୍ଲୀ: କଂଗ୍ରେସର ଦବଦବା ଶେଷ ହୋଇସାରିଛି । ଦଳ ଆଉ ଲଢ଼ିବା ଅବସ୍ଥାରେ ନାହିଁ । ବିରୋଧୀ ଏପରି ଦାବି କରୁଥିବା ବେଳେ ସେମାନଙ୍କୁ ଭୁଲ ପ୍ରମାଣିତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଏବରେଲି-ୱାଏନାଡରେ କମାଲ କରିଛନ୍ତି ରାହୁଲ । ସେ ଉଭୟ ରାଏବରେଲି-ୱାଏନାଡରେ ବିରୋଧୀଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ।ମିଳିଥିବା ସୂଚନା ମୁତାବକ, ୱାଏନାଡରେ କଂଗ୍ରେସ ନେତା ରାହୁଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର ବରିଷ୍ଠ ନେତା ଆନି ରାଜାଙ୍କଠାରୁ ୨,୧୫,୬୧୪ …

ରାଏବରେଲି-ୱାଏନାଡରେ ରାହୁଲ ଆଗୁଆ Read More »

‘ମ୍ୟାଚ୍ ଫିକ୍ସିଂ’ ମନ୍ତବ୍ୟ ନେଇ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ନୂଆଦିଲ୍ଲୀ: ‘ମ୍ୟାଚ୍ ଫିକ୍ସିଂ’ ବୟାନକୁ ନେଇ ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଏପରି ବୟାନକୁ ନେଇ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି । ରାହୁଲଙ୍କ ଏଭଳି ମନ୍ତବ୍ୟ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ …

‘ମ୍ୟାଚ୍ ଫିକ୍ସିଂ’ ମନ୍ତବ୍ୟ ନେଇ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି Read More »

ବେକାରୀ ଯୋଗୁଁ ପାର୍ଲାମେଣ୍ଟ୍ ସୁରକ୍ଷା ଉଲ୍ଲଂଘନ ହେଲା: ରାହୁଲ୍ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଯୋଗୁଁ ସୃଷ୍ଟି ହୋଇଛି ବେକାରୀ ସମସ୍ୟା । ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବେକାରୀ ହିଁ ପାର୍ଲାମେଣ୍ଟ ସୁରକ୍ଷା ଉଲ୍ଲଂଘନ ପାଇଁ ଦାୟୀ ବୋଲି ଆଜି ସାମ୍ବାଦିକମାନଙ୍କୁ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ କହିଛନ୍ତି । ମୋଦୀଙ୍କ ନୀତି ଯୋଗୁଁ ଦେଶର ନାଗରିକମାନେ କର୍ମସଂସ୍ଥାନ ପାଉ ନାହାନ୍ତି । ବେକାରୀ ହିଁ ସୁରକ୍ଷା ଉଲ୍ଲଂଘନର କାରଣ । ଭାରତୀୟ ଜନସମୂହ ସମ୍ପ୍ରତି ସମ୍ମୁଖୀନ ହେଉଥିବା …

ବେକାରୀ ଯୋଗୁଁ ପାର୍ଲାମେଣ୍ଟ୍ ସୁରକ୍ଷା ଉଲ୍ଲଂଘନ ହେଲା: ରାହୁଲ୍ ଗାନ୍ଧୀ Read More »

କଂଗ୍ରେସର ସମସ୍ୟା ବଢାଇବେ ଅଖିଲେଶ

ନୂଆଦିଲ୍ଲୀ: ଡିସେମ୍ବର ୩ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ମିଳିତ ମଞ୍ଚରୁ ପୃଥକ ଭାବରେ ଲଢିଥିଲେ । କଂଗ୍ରେସର ଅବହେଳାରେ ରାଗିଯାଇ ଏସପି ମୁଖ୍ୟ ଅଖିଳେଶ ଯାଦବ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲେ । ବର୍ତ୍ତମାନ ସମାଜବାଦୀ ପାର୍ଟି ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପାର୍ଟି କାର୍ଯ୍ୟାଳୟ ନିର୍ମାଣ ପାଇଁ ଖଜୁରାହୋରେ ଦୁଇଟି ପ୍ଲଟ୍ କ୍ରୟ କରାଯାଇଛି । ଏକ ପ୍ଲଟ୍ କିଣିବାର …

କଂଗ୍ରେସର ସମସ୍ୟା ବଢାଇବେ ଅଖିଲେଶ Read More »

ଦଲିତ ଭୋଟ୍ ବ୍ୟାଙ୍କ ଉପରେ ରହିଛି ନଜର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ କଂଗ୍ରେସ ସଂଗଠନ ବଞ୍ଚି ନାହିଁ କିମ୍ବା ଦଳର ନିଜର ବ୍ୟାପକ ଭୋଟ୍ ବ୍ୟାଙ୍କ ନାହିଁ । ସମସ୍ତ ପ୍ରୟାସ ଏପର୍ଯ୍ୟନ୍ତ ବୃଥା ପ୍ରମାଣିତ ହୋଇଛି । ପାର୍ଟିର ଲୋକମାନେ ‘ପ୍ରିୟଙ୍କା ଦିଦି’ଙ୍କଠାରୁ ବଡ଼ ଆଶା ରଖିଥିଲେ । ପ୍ରିୟଙ୍କା ‘ମୁଁ ଜଣେ ଝିଅ, ମୁଁ ଯୁଦ୍ଧ କରିପାରିବି’ ସ୍ଲୋଗାନ ଦେଇ ଦଳର ୟୁପି ଦାୟିତ୍ୱରେ ରହି ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । କିନ୍ତୁ ତାଙ୍କର ଯାଦୁ ମଧ୍ୟ କାମ କରି …

ଦଲିତ ଭୋଟ୍ ବ୍ୟାଙ୍କ ଉପରେ ରହିଛି ନଜର Read More »

ଏପର୍ଯ୍ୟନ୍ତ ରାଜସ୍ଥାନରେ ରାଲି କରି ନାହାନ୍ତି ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଘୋଷଣା ପରେ ରାହୁଲ ଗାନ୍ଧୀ ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ଥାନରେ ପ୍ରଚାର କରିନାହାଁନ୍ତି । ତେବେ ଉଭୟ ପ୍ରିୟଙ୍କା ଏବଂ ଖର୍ଗେ ରାଜସ୍ଥାନରେ ପ୍ରଚାର କରିଛନ୍ତି । ଗେହଲଟଙ୍କ ପ୍ରତି ତାଙ୍କର ଅସନ୍ତୋଷ ମଧ୍ୟ ଏହା ପଛରେ ଏକ କାରଣ ବୋଲି ବିବେଚନା କରାଯାଉଛି । ରାହୁଲଙ୍କ କାର୍ଯ୍ୟକ୍ରମ ପୂର୍ବରୁ ପାର୍ଟିରେ ଏକତାର ବାର୍ତ୍ତା ପଠାଇବାକୁ ଗେହଲଟଙ୍କୁ ପାର୍ଟି ପୋଷ୍ଟରରେ ସଚିନ ପାଇଲଟଙ୍କ ଫଟୋକୁ ପର୍ଯ୍ୟାପ୍ତ ସ୍ଥାନ ଦେବାକୁ ପରାମର୍ଶ ଦିଆଯାଇଛି । ଗେହଲଟଙ୍କ ଉପରେ …

ଏପର୍ଯ୍ୟନ୍ତ ରାଜସ୍ଥାନରେ ରାଲି କରି ନାହାନ୍ତି ରାହୁଲ Read More »

ଫାଳ ଫାଳ ହୋଇଥିବା କଂଗ୍ରେସକୁ ଏକତ୍ର କରୁଛନ୍ତି ରାହୁଲ

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ପାଞ୍ଚଟି ରାଜ୍ୟରେ କଂଗ୍ରେସକୁ ଜିତାଇବା ପାଇଁ ଜୋରସୋର ଚେଷ୍ଟା ଚଳାଇଛନ୍ତି , କିନ୍ତୁ ତେଲେଙ୍ଗାନା ସମ୍ବନ୍ଧରେ ରାହୁଲ ଗାନ୍ଧୀଙ୍କ ଦୀର୍ଘ ଦିନର ରଣନୀତି ଦର୍ଶାଉଛି ଯେ ସେ ଏକ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ସର୍ବଶେଷରେ, ରାହୁଲ ଗାନ୍ଧୀ ଦକ୍ଷିଣରେ କଂଗ୍ରେସକୁ ଆଗେଇ ନେବାକୁ ଅଣ୍ଟା ଭିଡିଛନ୍ତି । ତେଲେଙ୍ଗାନା ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ଭାରତ ଯୋଡ ଯାତ୍ରା ପୂର୍ବରୁ ତେଲେଙ୍ଗାନାରେ କଂଗ୍ରେସ ଫାଳ ଫାଳ ହୋଇଯାଇଥିଲା, …

ଫାଳ ଫାଳ ହୋଇଥିବା କଂଗ୍ରେସକୁ ଏକତ୍ର କରୁଛନ୍ତି ରାହୁଲ Read More »

୪ହଜାର ଟଙ୍କିଆ ପ୍ୟାକେଜ୍ ଘୋଷଣା କଲେ ରାହୁଲ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତେଲେଙ୍ଗାନାରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ ତେବେ ମହିଳାମାନଙ୍କୁ ପ୍ରତି ମାସରେ ୪୦୦୦ ଟଙ୍କା ପ୍ୟାକେଜ୍ ଦିଆଯିବ । ମହିଳାମାନେ ୫୦୦ ଟଙ୍କା ରିହାତି ମୂଲ୍ୟରେ ସିଲିଣ୍ଡର ପାଇବେ ଏବଂ ବସ୍ ସେବା ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାୟିତ୍ୱ ଗ୍ରହଣ …

୪ହଜାର ଟଙ୍କିଆ ପ୍ୟାକେଜ୍ ଘୋଷଣା କଲେ ରାହୁଲ୍‌ Read More »

ପୁଣି ଭିନ୍ନ ଚରିତ୍ରରେ ରାହୁଲ୍ ଗାନ୍ଧୀ, କୃଷକଙ୍କୁ ସାହାଯ୍ୟ କଲେ କଂଗ୍ରେସ ଯୁବରାଜ

ନୂଆଦିଲ୍ଲୀ: ନିର୍ବାଚନ ପୁର୍ବରୁ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ଭିନ୍ନ ଭିନ୍ନ ଚରିତ୍ର ରେ ଦେଖିବାକୁ ମିଳିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଛତିଶଗଡର ଚାଷୀଙ୍କୁ ଧାନ ଅମଳ କରିବାରେ ସାହାଯ୍ୟ କରିଛନ୍ତି । କୃଷକମାନଙ୍କ ପାଇଁ ତାଙ୍କ ସରକାର କରିଥିବା କାର୍ଯ୍ୟର ସମ୍ପୂର୍ଣ୍ଣ ତାଲିକା ଉପସ୍ଥାପନ କରିଛନ୍ତି । ଏହାପୂର୍ବରୁ କଂଗ୍ରେସ ପାର୍ଟି ଖୋଲାଖୋଲି ଭାବେ ପୁରୁଣା ପେନ୍‌ସନ୍ ସ୍କିମ ପ୍ରସଙ୍ଗରେ ଜନସାଧାରଣଙ୍କ ନିକଟରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଥିଲା । ଦୁଇଟି …

ପୁଣି ଭିନ୍ନ ଚରିତ୍ରରେ ରାହୁଲ୍ ଗାନ୍ଧୀ, କୃଷକଙ୍କୁ ସାହାଯ୍ୟ କଲେ କଂଗ୍ରେସ ଯୁବରାଜ Read More »

RSS
Follow by Email
Scroll to Top
Close Bitnami banner
Bitnami