puri srimandir

ମହାପ୍ରଭୁଙ୍କ ବନକଲାଗି: ସାଢ଼େ ୩ ଘଣ୍ଟା ଦର୍ଶନ ବନ୍ଦ ରହିବ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ସାଢେ ୩ ଘଣ୍ଟା ଧରି ବନ୍ଦ ରହିବ । ସନ୍ଧ୍ୟା ୭ଟାରୁ ରାତି ସାଢେ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି । ଏହି ନୀତି …

ମହାପ୍ରଭୁଙ୍କ ବନକଲାଗି: ସାଢ଼େ ୩ ଘଣ୍ଟା ଦର୍ଶନ ବନ୍ଦ ରହିବ Read More »

ଆଉ ପଶିପାରିବେନି ଅଣହିନ୍ଦୁ; ସିଂହଦ୍ୱାରରେ ଜଗିବେ ୨ ପ୍ରତିହାରୀ ସେବକ

ପୁରୀ: ଶ୍ରୀମନ୍ଦିର ଭିତରକୁ ଆଉ ପଶି ପାରିବେନି ଅଣହିନ୍ଦୁ । ସେଥିଲାଗି ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହୋଇଛି ସିଂହଦ୍ୱାର ପ୍ରତିହାରୀ ସେବାର ପ୍ରଚଳନ । ଏଣିକି ସିଂହଦ୍ୱାର ନିକଟରେ ଜଗି ରହିବେ ପ୍ରତିହାରୀ ସେବକ । ଶ୍ରଦ୍ଧାଳୁଙ୍କୁ ଉପରେ ନଜର ରଖିବେ ସେମାନେ । କୌଣସି ଅଣହିନ୍ଦୁ ଯେପରି ମନ୍ଦିର ଭିତରକୁ ପ୍ରବେଶ ନ କରନ୍ତି, ସେଥିପାଇଁ ନଜର ରଖିବେ ଏହି ପ୍ରତିହାରୀ ସେବକ । ପୁଣି ଆରମ୍ଭ ହେଲା ପ୍ରତିହାରୀ ସେବା ଶ୍ରୀମନ୍ଦିର ସିଂହଦ୍ୱାର …

ଆଉ ପଶିପାରିବେନି ଅଣହିନ୍ଦୁ; ସିଂହଦ୍ୱାରରେ ଜଗିବେ ୨ ପ୍ରତିହାରୀ ସେବକ Read More »

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ୩ଡ଼ି ଫର୍ମାଟରେ ହେବ ଲେଜର ସ୍କାନିଂ

ପୁରୀ : ଶେଷ ହେଲା ଧର୍ମମାସ କାର୍ତ୍ତିକ । ଆଜିଠୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ପୂର୍ବରୁ ଅନୁମତି ଦିଆସରିଛି । କାର୍ତ୍ତିକ ମାସ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଅଧିକ ରହୁଥିବାରୁ ପୂର୍ଣ୍ଣିମା ପରଦିନ ଲେଜର ସ୍କାନିଂ ପାଇଁ ଧାର୍ଯ୍ୟ ରହିଥିଲା । ତେବେ ମଙ୍ଗଳବାରଠାରୁ ଲେଜର ସ୍କାନିଂ ଆରମ୍ଭ ହେବ । ଆବଶ୍ୟକ ପଡ଼ିଲେ, ଭିତର ରତ୍ନଭଣ୍ଡାରର ମଧ୍ୟ ଲେଜର ସ୍କାନିଂ କରାଯିବ …

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ୩ଡ଼ି ଫର୍ମାଟରେ ହେବ ଲେଜର ସ୍କାନିଂ Read More »

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୯ଯାଏଁ ସର୍ବସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ଅର୍ଥାତ ବୁଧବାର କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ବୁଧବାର ଅପରାହ୍ଣ ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । ରାତି ୯ଟା ପରେ ଦର୍ଶନ ସ୍ୱାଭାବିକ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବନକଲାଗି ହେଉଛି …

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୯ଯାଏଁ ସର୍ବସାଧାରଣ ଦର୍ଶନ Read More »

RSS
Follow by Email
Scroll to Top
Close Bitnami banner
Bitnami