ଛତିଶଗଡ଼ରେ କାମ ଦେଲାନି ପ୍ରିୟଙ୍କା ଓ ରାହୁଲଙ୍କ ପ୍ରଚାର

ଛତିଶଗଡ଼: ନିକଟରେ ପ୍ରକାଶ ପାଇଥିବା ସମସ୍ତ ମତଦାନ ଏବଂ ଏକଜିଟ୍ ପୋଲ୍ ପରିସଂଖ୍ୟାନରେ ଭୁପେଶ ବାଗେଲ କେବଳ ଛତିଶଗଡରେ ସରକାରଙ୍କୁ ବଞ୍ଚାଇଥିବାର ଦେଖାଯାଇ ନଥିଲା ବରଂ କଂଗ୍ରେସ ପାଇଁ ଏକ ନୂଆ ଆଶା ସୃଷ୍ଟି କରିଥିଲା । କିନ୍ତୁ ଭୋଟ ଗଣତିରେ ବାଜି ପଲଟି ଗଲା । ରାଜ୍ୟରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପରି ବିଜେପି ମଧ୍ୟ ଏଠାରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ଜଣାପଡିଛି । ମଉଳି ଗଲା …

ଛତିଶଗଡ଼ରେ କାମ ଦେଲାନି ପ୍ରିୟଙ୍କା ଓ ରାହୁଲଙ୍କ ପ୍ରଚାର Read More »