prasant jagdev

ପୁଣି ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି, ବୁଥ୍‌ରେ ଭାଙ୍ଗିଲେ ଇଭିଏମ

ଖୋର୍ଦ୍ଧା: ପୁଣି ଦେଖିବାକୁ ମିଳିଲା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି । ବୋଲଗଡରେ ଇଭିଏମ ଭାଙ୍ଗି ପ୍ରଶାନ୍ତ ଜଗଦ୍ଦେବ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ଫେରାର ହେଉଥିବା ବେଳେ ପୋଲିସ ତାଙ୍କୁ ଗୋଡାଇ ଗୋଡାଇ ଧରିଛି । ଏବେ ତାଙ୍କୁ ବୋଲଗଡ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି । ଅପରାଜିତାଙ୍କ ଗାଡ଼ିରେ ଫେରାର ହେଉଥିବା ବେଳେ ଧରିଲା ପୋଲିସ ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର …

ପୁଣି ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି, ବୁଥ୍‌ରେ ଭାଙ୍ଗିଲେ ଇଭିଏମ Read More »

ଜନବିରୋଧୀ ପ୍ରଦୀପ,ପ୍ରଶାନ୍ତ ବିଜେପିର ପୋଷ୍ଟର ବୟ

ଭୁବନେଶ୍ୱର: ବିଜେପିର ଗୁଣ୍ଡାଗର୍ଦ୍ଦି କରୁଥିବା ନେତାଙ୍କ ଉପରେ ବିଜେଡ଼ି ବର୍ଷିଛି । ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି । ଏମାନଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି । ସୋମବାର ଶଙ୍ଖ ଭବନରେ ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ଗୁଣ୍ଡାଗର୍ଦ୍ଦି ଉପରେ ବର୍ଷିଛନ୍ତି । ମଦ ପିଇ ଲୋକଙ୍କ ଉପରେ …

ଜନବିରୋଧୀ ପ୍ରଦୀପ,ପ୍ରଶାନ୍ତ ବିଜେପିର ପୋଷ୍ଟର ବୟ Read More »

RSS
Follow by Email
Scroll to Top
Close Bitnami banner
Bitnami