ଦେବଗଡରେ ପ୍ରଣବ ପ୍ରକାଶ

ଦେବଗଡ଼: ସମ୍ବଲପୁରରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି । ପ୍ରଣବ ପ୍ରକାଶ ଦାସ ଏଠାରୁ ବିଜେଡିର ସାଂସଦ ପ୍ରାର୍ଥୀ ହେବା ପରେ ଏହି ଆସନ ଉପରେ ଏବେ ସମଗ୍ର ରାଜ୍ୟର ନଜର ରହିଛି । ଏବେ ତାଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ପଶ୍ଚିମ ଓଡ଼ିଶାର ବିକାଶ । ଜିଲ୍ଲାବାସୀଙ୍କୁ ବହୁବର୍ଷ ହେଲା ଭୁଆ ବୁଲାଇ ଚାଲିଛନ୍ତି । ବିକାଶ କଥା କେହି ନାଁ ଧରୁ ନାହାନ୍ତି । ନେତାଙ୍କ ବାଟରେ ନେତା ଚାଲିଛନ୍ତି । କେନ୍ଦ୍ର …

 ଦେବଗଡରେ ପ୍ରଣବ ପ୍ରକାଶ Read More »