କାଶ୍ମୀରଠାରୁ ଆକାରରେ ତିନିଗୁଣ ବଡ଼ ଅଂଚଳ ଉପରେ ଅଛି ପାକିସ୍ତାନର କବଜା, ଯେଉଁଠି ନିକଟରେ ଇସଲାମାବାଦ କରାଇଛି ବେଆଇନ୍ ନିର୍ବାଚନ
ନୂଆଦିଲ୍ଲୀ: ନିକଟରେ ପାକ୍ ଅଧିକୃତ କାଶ୍ମୀରରେ ପାକିସ୍ତାନ ନିର୍ବାଚନ କରାଇଛି । ଏହି ନିର୍ବାଚନରେ ଇମ୍ରାନଙ୍କ ଦଳ ବ୍ୟାପକ ଅନିୟମିତତା କରିଥିବା ବିରୋଧୀଙ୍କ ଅଭିଯୋଗ । ତେବେ ଏହି ଅଂଚଳ ଯାହାକୁ ଭାରତ ପାକ୍ ଅଧିକୃତ ଓ ପାକିସ୍ତାନ ଆଜାଦ୍ କାଶ୍ମୀର ବୋଲି କୁହେ, ତାହା ଆକାରରେ ଭାରତୀୟ କାଶ୍ମୀରଠାରୁ ତିନି ଗୁଣ ବଡ । ସାମ୍ବିଧାନିକ ଭାବେ ପାକ୍ ଅଧିକୃତ କାଶ୍ମୀର ଭାରତୀୟ ଅଂଚଳ । କିନ୍ତୁ ୧୯୪୮ ମସିହାର ଯୁଦ୍ଧ ପରଠାରୁ ଏହା ପାକିସ୍ତାନ …