PM Narendra Modi

ଶପଥ ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଦେଶରେ ପୁଣିଥରେ ଏନଡିଏ ସରକାର ଗଠନ କରିଛି। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିବା ପରେ ରବିବାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ । ଶପଥ ଗ୍ରହଣ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ଦେଶବାସୀଙ୍କ ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସଫଳ ହେବା ନେଇ ମୋଦୀ ଓ ତାଙ୍କ …

ଶପଥ ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ Read More »

ମାରାଥନ ବୈଠକରେ ଏସବୁ ପ୍ରସଙ୍ଗକୁ ନେଇ କରିବେ ଆଲୋଚନା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ବର୍ତ୍ତମାନ କାର୍ଯ୍ୟ ଉପରେ ଧ୍ୟାନ ଦେଇଛନ୍ତି । ରବିବାର ପ୍ରଧାନମନ୍ତ୍ରୀ ମାରାଥନ ବୈଠକ କରିବେ । ଏହିସବୁ ବୈଠକରେ ବିଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ ଏବଂ ମତାମତ ଗ୍ରହଣ କରିବେ । ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ ୧୦୦ ଦିନିଆ କାର୍ଯ୍ୟସୂଚୀରେ ଏପର୍ଯ୍ୟନ୍ତ ପ୍ରସ୍ତୁତିର ସମୀକ୍ଷା କରିବେ । ବାତ୍ୟା …

ମାରାଥନ ବୈଠକରେ ଏସବୁ ପ୍ରସଙ୍ଗକୁ ନେଇ କରିବେ ଆଲୋଚନା Read More »

ନିର୍ବାଚନ ବେଳେ ମୋଦୀଙ୍କ ତପକୁ ନେଇ ରାଜନୈତିକ ବିତର୍କ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଜୁନ୍ ୧ରେ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରଣାସୀ ଲୋକସଭା କ୍ଷେତ୍ର ସହ ୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଆସନ ପାଇଁ ମତଦାନ ହେବ । କିନ୍ତୁ ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ପୁଣି ଏକ ବିତର୍କ ଆରମ୍ଭ ହୋଇଛି । ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ପ୍ରଚାର ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର …

ନିର୍ବାଚନ ବେଳେ ମୋଦୀଙ୍କ ତପକୁ ନେଇ ରାଜନୈତିକ ବିତର୍କ Read More »

 ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ସେ ଓଡ଼ିଶା ଆସୁଛନ୍ତି । ଏହାପରେ ପୁଣି ସେ ଆସନ୍ତା ୧୦ ଓ ୧୧ ତାରିଖରେ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆଜି ଅପରାହ୍ନରେ ଓଡ଼ିଶା ଆସି ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାରକୁ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । …

 ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ Read More »

ମଧ୍ୟାହ୍ନରେ ବର୍ଷିଥିଲେ, ସନ୍ଧ୍ୟାରେ ମମତାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗଲରେ ଦଳୀୟ ସମାବେଶ କରି କ୍ଷମତାସୀନ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଥିଲେ । ସନ୍ଦେଶଖାଲି ପ୍ରସଙ୍ଗରେ ସେ ଟିଏମସି ଉପରେ ବର୍ଷିଥିଲେ । ତେବେ ସନ୍ଧ୍ୟାରେ ମୋଦି ରାଜଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ରାଜଭବନରେ ହୋଇଥିବା ଏହି ଭେଟଘାଟ ବେଳର ଫଟୋ ସାମ୍ନାକୁ ଆସିଛି । ସେହିପରି ଭେଟଘାଟ ସୌଜନ୍ୟମୂଳକ ଓ ପ୍ରୋଟକଲ ଅନୁସାରେ ହୋଇଥିବା ମମତା ବାନାର୍ଜୀ କହିଛନ୍ତି । …

ମଧ୍ୟାହ୍ନରେ ବର୍ଷିଥିଲେ, ସନ୍ଧ୍ୟାରେ ମମତାଙ୍କୁ ଭେଟିଲେ ମୋଦି Read More »

ଲୋକପ୍ରିୟତାରେ ବିଶ୍ୱରେ ନମ୍ବର-୧ ମୋଦି

ନୂଆଦିଲ୍ଲୀ: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପଛରେ ପକାଇ ଲୋକପ୍ରିୟତାରେ ନମ୍ବର ୧ ହୋଇଛନ୍ତି । ପାଶ୍ଚାତ୍ୟ ଦେଶର ନେତାମାନେ ମଧ୍ୟ ଏହା ସ୍ୱୀକାର କରୁଛନ୍ତି । ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ମର୍ନିଂ କନ୍ସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେରେ ଏହା ସ୍ପଷ୍ଟ ହୋଇଛି । ମୋଦିଙ୍କୁ ୭୮% ରେଟିଂ ମିଳିବା ସହ ଏବେ ବି ତାଙ୍କର ଲୋକପ୍ରିୟତା ବଜାୟ ରହିଛି ବୋଲି ସ୍ପଷ୍ଟ ହୋଇଛି । ଜାରି ହୋଇଛି …

ଲୋକପ୍ରିୟତାରେ ବିଶ୍ୱରେ ନମ୍ବର-୧ ମୋଦି Read More »

ମୋଦିଙ୍କୁ ଗାଳି ଦେବା କଂଗ୍ରେସର ଏଜେଣ୍ଡା

ନୂଆଦିଲ୍ଲୀ: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ‘ବିକଶିତ ଭାରତ ବିକଶିତ ରାଜସ୍ଥାନ’ କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସର ଏକମାତ୍ର ଏଜେଣ୍ଡା ହେଉଛି ‘ମୋଦି ବିରୋଧୀ’ ଏଜେଣ୍ଡା । ଯେତେବେଳେ ଏକ ଦଳ ରାଜବଂଶ ରାଜନୀତିର ଦୁର୍ଦ୍ଦାନ୍ତ ଚକ୍ରରେ ଫସିଯାଏ ସେତେବେଳେ ଏହା ହୁଏ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋଦିଙ୍କୁ ଦୁର୍ବ୍ୟବହାର କରିବା ହେଉଛି କଂଗ୍ରେସର ଏଜେଣ୍ଡା । ସୂଚନାଯୋଗ୍ୟ, ଶୁକ୍ରବାର ପ୍ରଧାନମନ୍ତ୍ରୀ …

ମୋଦିଙ୍କୁ ଗାଳି ଦେବା କଂଗ୍ରେସର ଏଜେଣ୍ଡା Read More »

ସାଢେ ୩ ଘଣ୍ଟା ଶୁଅନ୍ତି, ସନ୍ଧ୍ୟା ୬ଟା ପରେ କୌଣସି ଖାଦ୍ୟ ଖାଆନ୍ତି ନାହିଁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ବଜେଟ ଅଧିବେଶନର ଶେଷ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମପିମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନେଇଥିଲେ । ପାର୍ଲାମେଣ୍ଟଗୃହ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀଙ୍କ ସହ ବସିଥିବା ୮ଜଣ ଏମପିଙ୍କ ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ପରସା ଯାଇଥିଲା । ସେଥିମଧ୍ୟରେ ଥିଲା ଭାତ, ଖେଚୁଡି, ଖିରି, ପନିର, ଡାଲି, ରାଶି ଏବଂ ମାଣ୍ଡିଆ ମିଠା । ଏହାର ସମ୍ପୂର୍ଣ୍ଣ ବିଲ୍ ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିଲେ । ଏହାକୁ ଏକ ବିଶେଷ ଉତ୍ସବ ବୋଲି କହିଛନ୍ତି …

ସାଢେ ୩ ଘଣ୍ଟା ଶୁଅନ୍ତି, ସନ୍ଧ୍ୟା ୬ଟା ପରେ କୌଣସି ଖାଦ୍ୟ ଖାଆନ୍ତି ନାହିଁ ପ୍ରଧାନମନ୍ତ୍ରୀ Read More »

ପଗଡି ବାନ୍ଧିବାର ପରମ୍ପରା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୁକ୍ । ପ୍ରତ୍ୟେକ ସାଧାରଣତନ୍ତ୍ର ଦିବସ ତଥା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ପଗଡି ବାନ୍ଧିବାର ପରମ୍ପରା ଜାରି ରଖିଛନ୍ତି । ତାହା ପୁଣି ଭିନ୍ନ ଭିନ୍ନ ଷ୍ଟାଇଲରେ । ତାଙ୍କର ଏପରି ଲୁକ୍‌କୁ ବି ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଦିଲ୍ଲୀର ୱାର ମେମୋରିଆଲରେ ଆଜି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ସାଫ୍ରନ ରଙ୍ଗର ‘ବାନ୍ଧନୀ’ ପଗଡ଼ି ପିନ୍ଧିଥିବାର …

ପଗଡି ବାନ୍ଧିବାର ପରମ୍ପରା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ Read More »

pm narendra modi, rahul gandhi, nda vs india alliance, odia blog, rising odisha

ରାହୁଲ କିମ୍ବା ମୋଦି କାହାପାଇଁ ୨୦୨୪ ସହଜ ନୁହେଁ

୨୦୧୪ ନିର୍ବାଚନ ବିଜୟ ପରେ ମୋଦି ବ୍ରାଣ୍ଡରେ ପରିଣତ ହୋଇଥିଲେ । ନିର୍ବାଚନ ଜିତିବା ପାଇଁ ଦଳ ମୋଦିଙ୍କ ଉପରେ ନିର୍ଭର କରିବାକୁ ଲାଗିଲା । ମୋଦି ମୋଦିର ଗଗନଭେଦି ସ୍ଲୋଗାନରେ ପୁରା ଦେଶ କମ୍ପୁଥିଲା । ସ୍ଥାନୀୟ ନିର୍ବାଚନ ହେଉ କିମ୍ବା ବିଧାନସଭା ନିର୍ବାଚନ,ବିଜେପି ମୋଦି ମୁହଁକୁ ନେଇ ମୈଦାନକୁ ଓହ୍ଲାଉ ଥିଲା । କିଛି କ୍ଷେତ୍ରରରେ ବିଜେପି ସଫଳତା ମଧ୍ଯ ପାଇଥିଲା । କିନ୍ତୁ ଧିରେ ଧିରେ ମୋଦି ମ୍ଯାଜିକ୍ ଫିକା ପଡ଼ିବାକୁ ଲାଗିଲା …

ରାହୁଲ କିମ୍ବା ମୋଦି କାହାପାଇଁ ୨୦୨୪ ସହଜ ନୁହେଁ Read More »

RSS
Follow by Email
Scroll to Top
Close Bitnami banner
Bitnami