ସୁନ୍ଦରୀ ହେବାର ନିଶା, ପ୍ଲାଷ୍ଟିକ୍ ସର୍ଜରୀ ନେଲାଣି ଦୁଇ ଜଣ ହିରୋଇନଙ୍କ ଜୀବନ
ଗ୍ଲାମର ଜଗତର ଝିଲମିଲ ଦୁନିଆ କ୍ୟାମେରା ପଛରେ ଢେର କଳା । ସ୍କ୍ରିନ ଉପରେ ପରଫେକ୍ଟ ଲୁକର ଚାପ ଜୀବନ ଉପରେ ପକାଇଥାଏ ଛାପ । ସୁନ୍ଦର ଚେହେରାର ଅର୍ଥ ନୁହେଁ ପ୍ରାକୃତିକ । ଗ୍ଲାମର ଦୁନିଆରେ ନେଚୁରାଲ ବିୟୁଟିର ପରିଭାଷା ବଦଳିଯାଏ । ସ୍ଲିମ୍ ଟ୍ରିମ୍ ସେପ୍ ପାଇଁ ଶରିର ପାଲଟେ ଏକ୍ସପେରିମେଣ୍ଟର ଲାବ୍ରୋଟରି । ଯାହାର ଫଳାଫଳ ଭୟଙ୍କର ହୁଏ । ସୁଢଳ ଶରୀର ନୁହେଁ ସୁନ୍ଦରତାର ନୂଆ ଆଧୁନିକ ପରିଭାଷା ହେଉଛି ଜିରୋ …
ସୁନ୍ଦରୀ ହେବାର ନିଶା, ପ୍ଲାଷ୍ଟିକ୍ ସର୍ଜରୀ ନେଲାଣି ଦୁଇ ଜଣ ହିରୋଇନଙ୍କ ଜୀବନ Read More »