ବେକାରୀ ଯୋଗୁଁ ପାର୍ଲାମେଣ୍ଟ୍ ସୁରକ୍ଷା ଉଲ୍ଲଂଘନ ହେଲା: ରାହୁଲ୍ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଯୋଗୁଁ ସୃଷ୍ଟି ହୋଇଛି ବେକାରୀ ସମସ୍ୟା । ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବେକାରୀ ହିଁ ପାର୍ଲାମେଣ୍ଟ ସୁରକ୍ଷା ଉଲ୍ଲଂଘନ ପାଇଁ ଦାୟୀ ବୋଲି ଆଜି ସାମ୍ବାଦିକମାନଙ୍କୁ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ କହିଛନ୍ତି । ମୋଦୀଙ୍କ ନୀତି ଯୋଗୁଁ ଦେଶର ନାଗରିକମାନେ କର୍ମସଂସ୍ଥାନ ପାଉ ନାହାନ୍ତି । ବେକାରୀ ହିଁ ସୁରକ୍ଷା ଉଲ୍ଲଂଘନର କାରଣ । ଭାରତୀୟ ଜନସମୂହ ସମ୍ପ୍ରତି ସମ୍ମୁଖୀନ ହେଉଥିବା …

ବେକାରୀ ଯୋଗୁଁ ପାର୍ଲାମେଣ୍ଟ୍ ସୁରକ୍ଷା ଉଲ୍ଲଂଘନ ହେଲା: ରାହୁଲ୍ ଗାନ୍ଧୀ Read More »