KYC ସମ୍ପୂର୍ଣ୍ଣ ନ ଥିଲେ ୩୧ରୁ ଅଚଳ ହୋଇଯିବ ଫାସ୍‌ଟାଗ୍

ନୂଆଦିଲ୍ଲୀ: ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଆସିଲା ନୂଆ ନିର୍ଦେଶାନାମା । ବୈଧ ବାଲାନ୍ସ ଥାଇ ମଧ୍ୟ କେୱାଇସି ସମ୍ପୂର୍ଣ୍ଣ ହୋଇ ନ ଥିଲେ ଜାନୁଆରୀ ୩୧ ପରେ ବ୍ୟାଙ୍କଗୁଡ଼ିକ ଫାସ୍‌ଟାଗ୍‌କୁ ଅକାମୀ କରିଦେବେ । ନଚେତ ଦେବାକୁ ପଡ଼ିବ ଜରିମାନା । । ଏନେଇ ସମୟ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ଜାନୁଆରୀ ୩୧ ହେଉଛି ଏହାର ଶେଷ ତାରିଖ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି …

KYC ସମ୍ପୂର୍ଣ୍ଣ ନ ଥିଲେ ୩୧ରୁ ଅଚଳ ହୋଇଯିବ ଫାସ୍‌ଟାଗ୍ Read More »