odisha politics

ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଲା ବିଜେଡି

ଭୁବନେଶ୍ୱର : ରାଜ୍ୟରେ ଦରଦାମ ବୃଦ୍ଧିକୁ ପ୍ରସଙ୍ଗକରି ରାଜ୍ୟ ସରକାରଙ୍କ ଉପରେ ପ୍ରେସମିଟକରି ବର୍ଷିଛି ପ୍ରମୁଖ ବିରୋଧୀ ଦଳ ବିଜେଡି । ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସେଚେତକ ପ୍ରମିଳା ମଲ୍ଲିକ ଏବଂ ବିଜେଡିନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛି ଶାସକଦଳ । ସାଧାରଣ ଲୋକ ଆଶା କରୁଛନ୍ତି , ଭଲ ଖାଇବେ ଓ ଶସ୍ତାରେ …

ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଲା ବିଜେଡି Read More »

ରାଜ୍ୟସଭାରେ ବିଜେପିକୁ ଭାରି ପଡିପାରନ୍ତି ବିଜେଡି ଓ YSRCP

ନୂଆଦିଲ୍ଲୀ : ବିଗତ ନିର୍ବାଚନ ବିଷୟରେ ଆଲୋଚନା ହେଲେ , କେବଳ ଲୋକସଭା ନିର୍ବାଚନ ଫଳାଫଳ ବିଷୟରେ ଆଲୋଚନା ହୋଇଥାଏ। କିନ୍ତୁ ଏହି ସମୟ ମଧ୍ୟରେ ୪ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଯାହା ଉପରେ ଅଧିକ ଆଲୋଚନା କରାଯାଇଥିଲା। ଆନ୍ଧ୍ରପ୍ରଦେଶରେ YSRCP ମାତ୍ର ପାଞ୍ଚ ବର୍ଷ ପୂର୍ବେ ‘ଲୋକ ନେତା’ ଭାବରେ ଉଭା ହୋଇଥିଲେ। ଏସ. ଜଗନମୋହନ ରେଡ୍ଡୀଙ୍କ …

ରାଜ୍ୟସଭାରେ ବିଜେପିକୁ ଭାରି ପଡିପାରନ୍ତି ବିଜେଡି ଓ YSRCP Read More »

ନବୀନଙ୍କୁ ନିମନ୍ତ୍ରଣ ଦେଲେ ବିଜେପିର ୫ ବରିଷ୍ଠ ନେତା

ଭୁବନେଶ୍ୱର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ବିଜେପି ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି। ଆଜି ନିମନ୍ତ୍ରଣ ପତ୍ର ଦେବାକୁ ନବୀନ ନିବାସରେ ପହଞ୍ଚିଥିଲେ ବିଜେପିର ୫ ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଓ ବରିଷ୍ଠ ନେତା ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ନବୀନ ନିବାସରେ ପହଞ୍ଚିଥିଲେ। ନବୀନ ପଟ୍ଟନାୟକ ସେମାନଙ୍କ ହାତରୁ …

ନବୀନଙ୍କୁ ନିମନ୍ତ୍ରଣ ଦେଲେ ବିଜେପିର ୫ ବରିଷ୍ଠ ନେତା Read More »

ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ

ଭୁବନେଶ୍ୱର: ବୁଧବାର ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବୁଧବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ଏମ୍‌ପି ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଏମ୍‌ପି ସସ୍ମିତ ପାତ୍ର, ସୁଲତା ଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଶହ ଶହ ସଂଖ୍ୟାରେ ସମର୍ଥକଙ୍କ ସହ ରାଲିରେ ଆସି ଶଙ୍ଖ ଭବନରେ ପହଞ୍ଚି ବିଜେଡିରେ ମିଶିଛନ୍ତି । …

ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ Read More »

ଦିନେ ପକ୍ଷଛେଦନ କରିଥିଲେ, ଏଇନା ସାହାଯ୍ୟ ମାଗୁଛନ୍ତି

ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନିଜ ସ୍ଥିତିକୁ ସୁହାଇବା ଲକ୍ଷ୍ୟରେ କେନ୍ଦ୍ରର ହେଭିୱେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱୟଂ ସେବକ ସଂଘର ପ୍ରଭାବଶାଳୀ ପଦଧିକାରୀ ତଥା ଏକଦା ଓଡ଼ିଶା ବିଜେପିର ହର୍ତ୍ତାକର୍ତ୍ତା ଥିବା ଦଳର ପୂର୍ବତନ ସଂଗଠନ ସଂପାଦକ ପ୍ରସନ୍ନ ମିଶ୍ରଙ୍କ ଶରଣରେ ପଶିଥିବା ବିଶ୍ୱସ୍ତ ସୂତ୍ର କହୁଛି । ରାଜ୍ୟ ସଂଘ ପରିବାର ସଂପର୍କରେ ଖବର ରଖୁଥିବା ମହଲରେ ପ୍ରସନ୍ନ ମିଶ୍ର ଏକ ଜଣାଶୁଣା ନାଁ । ୨୦୦୦ ମସିହାରେ ରାଜ୍ୟରେ ମେଣ୍ଟ ସରକାର ଥିବାବେଳେ ଢେର …

ଦିନେ ପକ୍ଷଛେଦନ କରିଥିଲେ, ଏଇନା ସାହାଯ୍ୟ ମାଗୁଛନ୍ତି Read More »

odisha politics, odisha congress, odisha bjp, bjp b team, bjd, odisha political drama, rising odisha

ରାଜନୀତି ‘ନାଟକ’ରେ କମବ୍ୟାକ୍ ପଲିଟିକ୍ସର ମାଇଲେଜ୍ ‘ଏପିସୋଡ୍’

ଗୋଟିଏ ଅପରାଧିକ କାଣ୍ଡ । କାଣ୍ଡ ପଛରେ ଜଣେ ଭ୍ରଷ୍ଟ ବ୍ୟକ୍ତିର ହାତ । ପୋଲିସ ତଦନ୍ତରୁ ସତ କ’ଣ ସବୁ ଜଳଜଳ ଦିଶୁଛି । କିନ୍ତୁ ନିଜ ନ୍ୟାରେସନ ଓ ନିଜ ହିସାବର ସତ ଖୋଜୁଥିବା ଓ ‘ସତ’ ତିଆରି କରୁଥିବା ରାଡନୈତିକ ଦଳ ତଥା ନେତାଙ୍କ ପାଇଁ ଏହି ‘ସତ’ ସତ ନୁହେଁ । ସେମାନେ ମେକ୍ ଇନ୍ ଇଣ୍ଡିଆ ଭଳି ନିଜ ’ସତ’ ନିଜ ମିଛ କାରଖାନାରେ ତିଆରି କରିବାକୁ ଚାହାନ୍ତି । …

ରାଜନୀତି ‘ନାଟକ’ରେ କମବ୍ୟାକ୍ ପଲିଟିକ୍ସର ମାଇଲେଜ୍ ‘ଏପିସୋଡ୍’ Read More »

RSS
Follow by Email
Scroll to Top
Close Bitnami banner
Bitnami