odisha bjp

ମୋହନ ସରକାରଙ୍କୁ ଟାର୍ଗେଟ କଲେ ନିରଞ୍ଜନ

ଭୁବନେଶ୍ୱର : ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁଣି ଥରେ ରତ୍ନ ଭଣ୍ଡାର ଖୋଲିବାନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ୧୧ ଜଣିଆ କମିଟି ସଦସ୍ୟ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିବା ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡା. ଅରବିନ୍ଦ ପାଢ଼ୀ । ଆସନ୍ତା ୧୮ ତାରିଖରେ ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବାସହ ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦି ସ୍ଥାନାନ୍ତର କରାଯିବ ବୋଲି …

ମୋହନ ସରକାରଙ୍କୁ ଟାର୍ଗେଟ କଲେ ନିରଞ୍ଜନ Read More »

bjd@25, bjd foundation day, 25th anniversary bjd, biju janata dal, naveen patnaik, opposition parties, odisha politics, pranab prakash das, rising odisha

୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ

ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡି ଜାତୀୟ ଗଣମାଧ୍ୟମଙ୍କ ପାଇଁ ଗୋଟିଏ କେସ୍ ଷ୍ଟଡି । ୨ ହଜାର ମସିହା ପରଠାରୁ ନବୀନ ନାମକ କିମ୍ବଦନ୍ତି ସହିତ ବିଜୁ ଜନତା ଦଳ ମଧ୍ୟ ଜାତୀୟସ୍ତରର ରାଜନୈତିକ ବିଶ୍ଲେଷକଙ୍କ ପାଇଁ ଅବୁଝା ଅଙ୍କ ହୋଇ ରହିଯାଇଛି । ଏହା ନିକଟରେ ଓଡ଼ିଶା ଆସିଥିବା ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କ କଥନରୁ ଜଣା ପଡେ । ଶେଖର କହିଥିଲେ ଯେ, ଓଡ଼ିଶା ନିର୍ବାଚନରେ ଥ୍ରିଲ୍ ନଥାଏ । ରୋମାଂଚ …

୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ Read More »

odisha politics, odisha congress, odisha bjp, bjp b team, bjd, odisha political drama, rising odisha

ରାଜନୀତି ‘ନାଟକ’ରେ କମବ୍ୟାକ୍ ପଲିଟିକ୍ସର ମାଇଲେଜ୍ ‘ଏପିସୋଡ୍’

ଗୋଟିଏ ଅପରାଧିକ କାଣ୍ଡ । କାଣ୍ଡ ପଛରେ ଜଣେ ଭ୍ରଷ୍ଟ ବ୍ୟକ୍ତିର ହାତ । ପୋଲିସ ତଦନ୍ତରୁ ସତ କ’ଣ ସବୁ ଜଳଜଳ ଦିଶୁଛି । କିନ୍ତୁ ନିଜ ନ୍ୟାରେସନ ଓ ନିଜ ହିସାବର ସତ ଖୋଜୁଥିବା ଓ ‘ସତ’ ତିଆରି କରୁଥିବା ରାଡନୈତିକ ଦଳ ତଥା ନେତାଙ୍କ ପାଇଁ ଏହି ‘ସତ’ ସତ ନୁହେଁ । ସେମାନେ ମେକ୍ ଇନ୍ ଇଣ୍ଡିଆ ଭଳି ନିଜ ’ସତ’ ନିଜ ମିଛ କାରଖାନାରେ ତିଆରି କରିବାକୁ ଚାହାନ୍ତି । …

ରାଜନୀତି ‘ନାଟକ’ରେ କମବ୍ୟାକ୍ ପଲିଟିକ୍ସର ମାଇଲେଜ୍ ‘ଏପିସୋଡ୍’ Read More »

ujjwala gas yojana, pm modi ujjwala, gas price rise, gas price hike, rising odisha

ଉଜ୍ୱଳାର କଳା ସତ : ଚୁଲି ଧୁଆଁଠାରୁ ଅଧିକ ଲୁହ ବୁହାଉଛି ଗ୍ୟାସ ଦର, ଭାଡିକୁ ଗଲାଣି ଗ୍ୟାସ୍ ଟାଙ୍କି

ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ଆପଣଙ୍କ ନଜର ପ୍ରଧାନମନ୍ତ୍ରୀ ମୋଦିଙ୍କ ସେହି ପୋଷ୍ଟର ଉପରେ ନିଶ୍ଚିତ ଭାବେ ପଡିଥିବ ଯେଉଁଥିରେ ଉଜ୍ୱଳା ଗ୍ୟାସ କେମିତି ମା’ମାନଙ୍କ ଆଖିରୁ ଲୁହ ପୋଛିଛି ସେ କଥା କୁହାଯାଇଛି । ଗୋଟିଏ ସମୟରେ ଉଜ୍ୱଳା ସ୍କିମକୁ ମୋଦି ସରକାରଙ୍କ ସବୁଠାରୁ ମହତ୍ୱାକାଂକ୍ଷୀ ଓ ସଫଳ ଯୋଜନା ବୋଲି କୁହାଯାଉଥିଲା । ଏପରିକି ୨୦୧୯ରେ ମୋଦି ସରକାର ପାର୍ଟ-ଟୁ କେବଳ ଗ୍ୟାସ୍ ସିଲିଣ୍ଡର ପାଇଁ ସମ୍ଭବ ହୋଇଥିଲା ବୋଲି ମଧ୍ୟ କୁହାଗଲା …

ଉଜ୍ୱଳାର କଳା ସତ : ଚୁଲି ଧୁଆଁଠାରୁ ଅଧିକ ଲୁହ ବୁହାଉଛି ଗ୍ୟାସ ଦର, ଭାଡିକୁ ଗଲାଣି ଗ୍ୟାସ୍ ଟାଙ୍କି Read More »

RSS
Follow by Email
Scroll to Top
Close Bitnami banner
Bitnami