ସାମ୍ବାଦିକାଙ୍କୁ ମାଡ଼ ଘଟଣା: ୮ କୁ ଘଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି
ଭୁବନେଶ୍ୱର: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ଗିରଫ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ୮ ତାରିଖକୁ ଘୁଞ୍ଚିଛି । ଏହାର ପରବର୍ତ୍ତୀ ଶୁଣାଣି ୮ ତାରିଖରେ ହେବ ବୋଲି ଜଣାଯାଇଛି । ଅପଡେଟ୍ କେସ ଡାଏରି ଓ ପୁରୁଣା କେସ୍ ରେକର୍ଡ ଦାଖଲ ଲାଗି ତଲବ କରାଯାଇଛି । ପୋଲିସ ଦୁଇ ଘଣ୍ଟା କରିଥିଲା ଜେରା ମହିଳା ସାମ୍ବାଦକଙ୍କୁ ମାଡ଼ ମାରିବା ଓ ଅସଦାଚରଣ କରିବା …
ସାମ୍ବାଦିକାଙ୍କୁ ମାଡ଼ ଘଟଣା: ୮ କୁ ଘଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି Read More »