ସମୁଦ୍ର ପ୍ରେମରେ କୁନି ପୁଅ ମୁକେଶ
ସମୁଦ୍ର କଥା କହିଲେ ଯାହାର ମନ ଅନ୍ୟମନସ୍କ ହୋଇଉଠେ । ସମୁଦ୍ରତଟବର୍ତୀ ଅଂଚଳକୁ ସଫା କରିବାରେ ଯାହାର କୁନି ହାତ ଓ ପାଦ ଥକେନି ସେ ହେଉଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଏକ ଛୋଟ ସମୁଦ୍ରକୂଳିଆ ଗାଁ ଗୁଣ୍ଡଳବା ଅଂଚଳର ମାମିନା ମଲ୍ଲିକଙ୍କ କୁନି ପୁଅ ମୁକେଶ । ପୁରା ନାମ ମୁକେଶ ମଲ୍ଲିକ । ବୟସ ପାଖାପାଖି ୧୪ । ଗାଁ ପାଖ ବେଳାଭୂମି ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ମୁକେଶ ସମୟ ପାଇଲେ …