ଦେଶରେ ଲାଗୁହେଲା ଆଣ୍ଟି ପେପର ଲିକ୍‌ ଆଇନ୍ ; ୧୦ ବର୍ଷ ଜେଲଦଣ୍ଡ ସହିତ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା

ନୂଆଦିଲ୍ଲୀ : ପରୀକ୍ଷା ପେପର ଲିକ୍ କଲେ ଆଉ ମିଳିବନି ତ୍ରାହି । ପେପର ଲିକ୍ ମାଫିଆଙ୍କ ଉପରେ କଠୋର ହେଲେ କେନ୍ଦ୍ର ସରକାର । ପରୀକ୍ଷା ପେପର ଏବଂ ପରୀକ୍ଷଣରେ ବ୍ୟାପକ ଅନିୟମିତତା ରୋକିବା ପାଇଁ କେନ୍ଦ୍ର ସରକାର ଦେଶରେ ପେପର ଆଣ୍ଟି ଲିକ୍ ଆଇନ ଲାଗୁ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ସରକାର ଏହାର ବିଜ୍ଞପ୍ତି ଜାରି କରିଛନ୍ତି । ଚଳିତ ବର୍ଷ ଫେବୃଆରୀରେ ସରକାର ଏହି ଆଇନ ପ୍ରଣୟନ କରିଥିଲେ । …

ଦେଶରେ ଲାଗୁହେଲା ଆଣ୍ଟି ପେପର ଲିକ୍‌ ଆଇନ୍ ; ୧୦ ବର୍ଷ ଜେଲଦଣ୍ଡ ସହିତ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା Read More »