ନବୀନ ନିବାସରେ ବରିଷ୍ଠ ବିଜେଡି ନେତା :ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତ ହେଲା ରଣନୀତି

ନବୀନ ନିବାସରେ ବରିଷ୍ଠ ବିଜେଡି ନେତା । ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କରିଛନ୍ତି । କିଛି ସମୟ ଧରି ନବୀନଙ୍କ ସହ ଆଲୋଚନା କରିଥିଲେ । ସାଂଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ସେହିପରି ବିଜେଡିର ଏଭଳି ବିପର୍ଯ୍ୟୟ ହେବ ବୋଲି ଆଶା କରିନଥିବା କହିଛନ୍ତି ଉଷା ଦେବୀ । ସରକାରରେ ବହୁଦିନଧରି ରହିଥିଲୁ, ବର୍ତ୍ତମାନ ରାଜ୍ୟରେ ସରକାର ପରିବର୍ତ୍ତନ …

ନବୀନ ନିବାସରେ ବରିଷ୍ଠ ବିଜେଡି ନେତା :ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତ ହେଲା ରଣନୀତି Read More »