ଆସ୍ଥାଭୋଟରେ ଜିତିଲେ ନୀତିଶ କୁମାର, ବିରୋଧୀ କଲେ କକ୍ଷତ୍ୟାଗ

ପଟନା: ବିହାର ବିଧାନସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି ନୀତିଶ କୁମାର । ତାଙ୍କ ସପକ୍ଷରେ ୧୨୯ଟି ଭୋଟ ପଡ଼ିଥିଲା । ହେଲେ ବିପକ୍ଷରେ କୌଣସି ଭୋଟ ପଡ଼ି ନ ଥିଲା । କାରଣ ବିରୋଧୀ ଦଳ ଆସ୍ଥାଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ । କେବଳ ଏତିକି ନୁହେଁ, ୩ ଜଣ ଆରଜେଡି ବିଧାୟକ କ୍ରସଭୋଟିଂ କରିଥିବା ଜଣାଯାଇଛି । ଆରଜେଡ଼ିକୁ ଟାର୍ଗେଟ କଲେ ନୀତିଶ ଆସ୍ଥାଭୋଟ ପୂର୍ବରୁ ନୀତିଶ କୁମାର ଗୃହରେ ଆରଜେଡିକୁ ଟାର୍ଗେଟ କରିଥିଲେ …

ଆସ୍ଥାଭୋଟରେ ଜିତିଲେ ନୀତିଶ କୁମାର, ବିରୋଧୀ କଲେ କକ୍ଷତ୍ୟାଗ Read More »