ନୀତିଶ ଇଣ୍ଡିଆ ମେଣ୍ଟ କାହିଁକି ଛାଡ଼ିବେ ?

ଭାରତରେ କ୍ୟାଲେଣ୍ଡର ଅନୁଯାୟୀ ଯଦି କୌଣସି ନେତା ସାଥି ବଦଳାନ୍ତି ତେବେ ସମ୍ଭବତଃ ସେ ହେଉଛନ୍ତି ନୀତିଶ କୁମାର । ୨୦୧୫ରେ ସେ ଲାଲୁଙ୍କ ସହ ଥିଲେ, ୨୦୧୭ରେ ଲାଲୁଙ୍କ ହାତଛା଼ଡି ମୋଦିଙ୍କ ପାଖକୁ ଫେରିଥିଲେ, ୨୦୧୯ ଲୋକସଭା ଓ ୨୦୨୦ ବିହାର ବିଧାନସଭା ନିର୍ବାଚନ ସେ ମୋଦିଙ୍କ ସହ ମିଶି ଲଢ଼ିଥିଲେ । ପରେ ୨୦୨୨ରେ ଲାଲୁଙ୍କ ସହ ପୁଣି ଦୋସ୍ତି କରିଥିଲେ । ଆଉ କହିଥିଲେ ଏ ବନ୍ଧୁତା ଆଉ ଭାଙ୍ଗିବନି । ୨୦୨୩ …

ନୀତିଶ ଇଣ୍ଡିଆ ମେଣ୍ଟ କାହିଁକି ଛାଡ଼ିବେ ? Read More »