ବିବାହ ପରେ ମତଦାନ କେନ୍ଦ୍ରକୁ ଗଲେ ନବଦମ୍ପତି

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଶୁକ୍ରବାର ସକାଳ ହେବା ମାତ୍ରେ ହଜାର ହଜାର ଲୋକ ବୁଥରେ ପହଞ୍ଚି ଯାଇଥିଲେ । ହେଲେ ଭୋଟ କେନ୍ଦ୍ରରେ କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏମାନଙ୍କ ମଧ୍ୟରେ ଥିଲେ ଅନେକ ବରକନ୍ୟା ବେଶରେ ଦମ୍ପତି । ସେମାନଙ୍କ କହିବା କଥା ବିବାହ ଏବଂ ବିଦାୟ ସବୁ ପରେ, ପ୍ରଥମେ ନିଜର ମତଦାନ ସାବସ୍ତ୍ୟ କରିବା । ବରକନ୍ୟା …

ବିବାହ ପରେ ମତଦାନ କେନ୍ଦ୍ରକୁ ଗଲେ ନବଦମ୍ପତି Read More »