ଏନ.ଡ଼ି.ଏ.ସରକାରର ଭବିଷ୍ୟତ କହିଲେ ମମତା

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୨୦୨୪ ଲୋକସଭା ନିର୍ବାଚନରେ ଦେଶରେ ଏନ.ଡ଼ି.ଏ. କୁ ବହୁମତ ମିଳିଛି । ଭାରତର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି । ଆଜି ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ମୋଦୀଙ୍କ ୩.୦ ସରକାରଙ୍କ ଶପଥ ଗ୍ରହଣ ପୂର୍ବରୁ ଟି.ଏମ.ସି. ମୁଖ୍ୟ ତଥା ପଶ୍ଚିମ ବଙ୍ଗର ମମତା ବାନାର୍ଜୀ ଏକ ବଡ଼ ଦାବି କରିଛନ୍ତି । ଏହି ସରକାର ଅଧିକ …

ଏନ.ଡ଼ି.ଏ.ସରକାରର ଭବିଷ୍ୟତ କହିଲେ ମମତା Read More »