ମହାରାଷ୍ଟ୍ର ମହାଡ୍ରାମା
ପାୱାର ପାଇଁ ଦାଦାଙ୍କୁ ଧୋକା ଦେଲେ ପୁତୁରା, ପରଘର ଭାଙ୍ଗି ଶକ୍ତି ଗୋଟାଉଛି ବିଜେପି ଜେଣତେଣ କ୍ଷମତା ଦଖଲର ସ୍ୱପ୍ନ ପୁରା କରିବା ପରେ ବିଜେପି ମହାରାଷ୍ଟ୍ରରେ ଶକ୍ତି ଗୋଟାଇବା ଲକ୍ଷ୍ଯକୁ ପୁରଣ କରିଛି। 36 ମାସ ତଳେ ଆରମ୍ଭ ହୋଇଥିବା ମିଶନ ଅଜିତ ପାୱାର ରବିବାର ଦିନ ଅଚାନକ ସଫଳ ହୋଇଛି। ଦାଦା ଶରଦ ପାୱାରଙ୍କ ରାଜନୈତିକ ଝଟକା ଦେଇ ପୁତୁରା ଅଜିତ ପାୱାର ବିଜେପି-ଶିବସେନା ସରକାରରେ ହୋଇଛନ୍ତି ଉପମୁଖ୍ଯମନ୍ତ୍ରୀ। ଏହା ସହିତ ନିଜର 8 …