ଦୁଇଟି ଆସନରେ ଜିତିବେ, ପୁଣି ଗଢିବେ ସରକାର

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଓଡ଼ିଶାରେ ତାଙ୍କ ସପକ୍ଷରେ ହାୱା ରହିଛି । ୨୦୧୯ ଭଳି ୨୦୨୪ରେ ମଧ୍ୟ ବିଜେପିର ଭବିଷ୍ୟତବାଣୀ ଭୁଲ ପ୍ରମାଣିତ ହେବ । ପିଟିଆଇକୁ ଦେଇଥିବା ସକ୍ଷାତକାରରେ ଏଭଳି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ନିର୍ବାଚନ,ନିର୍ବାଚନ ପରବର୍ତ୍ତି ସ୍ଥିତି ଓ ରତ୍ନ ଭଣ୍ଡାର ସମେତ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ପାଣ୍ଡିଆନ । ଏଥିସହିତ ଓଡ଼ିଶାରେ ନବୀନଙ୍କ ବିକଳ୍ପ ନାହିଁ,ତେଣୁ ବିଜେପି …

ଦୁଇଟି ଆସନରେ ଜିତିବେ, ପୁଣି ଗଢିବେ ସରକାର Read More »