ପ୍ରଣବଙ୍କୁ ଭୋଟ୍ ଦେବାକୁ ସମ୍ବଲପୁରୀ ଭାଷାରେ ଅନୁରୋଧ କଲେ ନବୀନ
ଭୁବନେଶ୍ୱର : ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାହାପୁଣି ସମ୍ବଲପୁର ଭାଷାରେ । ମୁଖ୍ୟମନ୍ତ୍ରୀ ସମ୍ବଲପୁର ଲୋକଙ୍କ ପାଇଁ ସମ୍ବଲପୁରୀ ଭାଷାରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେଥିରେ ପ୍ରଣବଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି ‘ମାଆ ସମଲାଇ ମନ୍ଦିର ରୂପାନ୍ତରଣରେ ବବି ବାବୁଙ୍କର ଅବଦାନ ଅଧିକ । ଏବେ …
ପ୍ରଣବଙ୍କୁ ଭୋଟ୍ ଦେବାକୁ ସମ୍ବଲପୁରୀ ଭାଷାରେ ଅନୁରୋଧ କଲେ ନବୀନ Read More »