ରାଜଧାନୀରେ ପୁଣି ନବୀନ କରିବେ ବିଶାଳ ରୋଡ ଶୋ’

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପୁଣି ବିଶାଳ ରୋଡ ଶୋ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହି ଶୋକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ମଧ୍ୟ ଜାରିକରିଛି କମିସନରେଟ୍ ପୋଲିସ । ଅପରାହ୍ନ ସାଢେ ୫ଟାରୁ ରୋଡ ଶୋ ସରିବା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ମଧ୍ୟ ଓ ଏକାମ୍ର ପରେ ଉତ୍ତର ଭୁବନେଶ୍ୱରସ୍ଥିତ ରେଣ୍ଟାଲ୍ ଓମ୍‌ଫେଡ ଛକ, …

ରାଜଧାନୀରେ ପୁଣି ନବୀନ କରିବେ ବିଶାଳ ରୋଡ ଶୋ’ Read More »