naveen patnaik road show

ଭୁବନେଶ୍ୱରରେ ନବୀନଙ୍କ ରୋଡ୍ ଶୋ’ରେ ପ୍ରବଳ ଭିଡ଼

ଭୁବନେଶ୍ୱର : ବୁଧବାର ଉତ୍ତର ଭୁବନେଶ୍ୱରରେ ରୋଡ୍ ଶୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ଏହି ରୋଡ଼ ଶୋ’ରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା । ଶଙ୍ଖଧ୍ୱନୀରେ କମ୍ପିଥିଲା ସାରା ରାଜଧାନୀ । ଭୁବନେଶ୍ୱରବାସିନ୍ଦାଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ । ସମସ୍ତଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଶୁଣିବାକୁ ମିଳିଥିଲା । ଭୁବନେଶ୍ୱର ଉତ୍ତର ବିଧାନସଭା ସୁଶାନ୍ତ ରାଉତ ଓ ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥନରେ …

ଭୁବନେଶ୍ୱରରେ ନବୀନଙ୍କ ରୋଡ୍ ଶୋ’ରେ ପ୍ରବଳ ଭିଡ଼ Read More »

ଶଙ୍ଖ ନାଦରେ କମ୍ପିଲା ଭୁବନେଶ୍ୱର

ଭୁବନେଶ୍ୱର: ଶଙ୍ଖ ନାଦରେ କମ୍ପିଲା ରାଜଧାନୀ ଭୁବନେଶ୍ୱର । ଗତକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିଥିଲେ ମେଗା ରୋଡ ଶୋ’ । ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇବା ଓ ତାଙ୍କ ପାଖରୁ କିଛି ଶୁଣିବା ପାଇଁ ରାଜଧାନୀ ରାସ୍ତାରେ ରୁଣ୍ଡ ହୋଇଥିଲେ ଲକ୍ଷ ଲକ୍ଷ ଲୋକ । ଆଉ ଏହି ଜନସମୁଦ୍ର ଭିତରୁ ଶୁଭୁଥିଲା ନବୀନ ଜିନ୍ଦାବାଦ ଓ ବିଜେଡି ଜିନ୍ଦାବାଦ ଧ୍ୱନୀ । ପୂରା ଭୁବନେଶ୍ୱର ଥିଲା ନବୀନ ମୟ । …

ଶଙ୍ଖ ନାଦରେ କମ୍ପିଲା ଭୁବନେଶ୍ୱର Read More »

RSS
Follow by Email
Scroll to Top
Close Bitnami banner
Bitnami