ଜନସେବାରେ ୨୫ ବର୍ଷ
ଓଡ଼ିଆଙ୍କ ଅସ୍ଥିତ୍ୱ ଓ ଭବିଷ୍ୟତର ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମର ଦୃଢ଼ ସଂକଳ୍ପ 1997 ଏପ୍ରିଲ 17ରେ ଓଡ଼ିଶା ରାଜନୀତି ଇତିହାସରେ ହେଲା ବିରାଟ ଶୂନ୍ୟତା। ଯୋଗଜନ୍ମା ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦେହାନ୍ତ ପରେ ଉଙ୍କି ମାରିଥିଲା ଅନେକ ଅସମାହିତ ପ୍ରଶ୍ନ। ଆଶଙ୍କାର କଳାବାଦଲକୁ ଏଡ଼ାଇ ବାହାରି ଆସୁଥିବା ସକଳ ସମ୍ଭାବନାର ସୂର୍ଯ୍ୟ ପରି ହଠାତ୍ ମିଳିଲା ଉତ୍ତର। ଇଛା ନଥାଇ ରାଜନୀତିରେ ପାଦ ଥାପିଥିଲେ କିମ୍ବଦନ୍ତୀ ବିଜୁ ବାବୁଙ୍କ ପୁତ୍ର ନବୀନ୍। ୨୫ …